ଓଡିଶା

odisha

By

Published : Sep 17, 2020, 5:45 PM IST

ETV Bharat / state

ଚାନ୍ଦବାଲିରେ ୭ ଦିନ ବ୍ୟାପୀ ସେବା ସପ୍ତାହ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅବସରରେ ୭ ଦିନ ବ୍ୟାପୀ ସେବା ସପ୍ତାହ ପାଳନ କରାଯାଉଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଚାନ୍ଦବାଲିରେ ୭ ଦିନ ବ୍ୟାପି ସେବା ସପ୍ତାହ
ଚାନ୍ଦବାଲିରେ ୭ ଦିନ ବ୍ୟାପି ସେବା ସପ୍ତାହ

ଭଦ୍ରକ: ଚାନ୍ଦବାଲି ବ୍ଳକରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅବସରରେ ୭ ଦିନ ବ୍ୟାପୀ ସେବା ସପ୍ତାହ ପାଳନ କରାଯାଉଛି । ଏଥିନେଇ ବିଜେପି ପକ୍ଷରୁ ବଡ଼ ଓସ୍ତିଆ ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳରେ ବିଜେପିର କର୍ମୀମାନେ ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ସାମିଲ ହୋଇ ସଫେଇ ଅଭିଯାନ ଆରମ୍ଭ କରିଛନ୍ତି ।

ଚାନ୍ଦବାଲିରେ ୭ ଦିନ ବ୍ୟାପି ସେବା ସପ୍ତାହ

ଏହି ସେବା ସପ୍ତାହ ମାଧ୍ୟମରେ କର୍ମୀମାନେ ୧୪ରୁ ୨୦ ତାରିଖ ଯାଏ ପ୍ରତି ପଞ୍ଚାୟତରେ ବୃକ୍ଷରୋପଣ, ରକ୍ତଦାନ ଶିବିର, ସ୍ୱଚ୍ଛ ଭାରତ ଅଭିଯାନ, ଦିବ୍ୟାଙ୍ଗ ମାନଙ୍କୁ ସହାୟତା ପ୍ରଦାନ ଆଦି ବିଭିନ୍ନ କାର୍ଯ୍ୟ ହାତକୁ ନିଆଯାଇଛି ବୋଲି ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details