ଓଡିଶା

odisha

ETV Bharat / state

ସ୍କୁଲ ଖାଦ୍ୟ ଖାଇ 4ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ - ଛାତ୍ରଛାତ୍ରୀ ଅସୁସ୍ଥ

ସ୍କୁଲ ଖାଦ୍ୟ ଖାଇ 4ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ। ଏଭଳି ଘଟଣା ଘଟିଛି ଭଦ୍ରକର ବାସୁଦେବପୁର ବ୍ଲକ ଅଧିନସ୍ଥ ଚାନ୍ଦିମାଳ ଜବାହାର ନବୋଦୟ ବିଦ୍ୟାଳୟରେ।

ସ୍କୁଲ ଖାଦ୍ୟ ଖାଇ 4ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ

By

Published : Sep 4, 2019, 11:27 PM IST

ଭଦ୍ରକ: ସ୍କୁଲ ଖାଦ୍ୟ ଖାଇ 4ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ। ଏଭଳି ଘଟଣା ଘଟିଛି ବାସୁଦେବପୁର ବ୍ଲକ ଅନ୍ତର୍ଗତ ଚାନ୍ଦିମାଳ ଜବାହାର ନବୋଦୟ ବିଦ୍ୟାଳୟରେ।

ସ୍କୁଲ ଖାଦ୍ୟ ଖାଇ 4ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ

ଗତକାଲି(ମଙ୍ଗଳବାର) ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍କୁଲ ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଆଜି(ବୁଧବାର) ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏବେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details