ଓଡିଶା

odisha

By

Published : Mar 9, 2021, 12:21 PM IST

ETV Bharat / state

ରାସ୍ତାକୁ ଲିଜରେ ଦେଲା ପ୍ରଶାସନ, ଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ଦାବିପତ୍ର

ଗୌରେନମୁଣ୍ଡାର ହରିଜନପଡା ବାସୀ ଜିଲ୍ଲାପାଳଙ୍କୁ ଦେଇଛନ୍ତି ଦାବିପତ୍ର । ଅଧିକ ପଢନ୍ତୁ...

ଗମନାଗମନ ରାସ୍ତାକୁ ଲିଜରେ ଦେଲା ପ୍ରଶାସନ, ଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ଦାବିପତ୍ର
ଗମନାଗମନ ରାସ୍ତାକୁ ଲିଜରେ ଦେଲା ପ୍ରଶାସନ, ଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ଦାବିପତ୍ର

ବରଗଡ: ଗୌରେନମୁଣ୍ଡାର ହରିଜନପଡା ବାସୀ ଜିଲ୍ଲାପାଳଙ୍କୁ ଦେଇଛନ୍ତି ଦାବିପତ୍ର । ଦୀର୍ଘ ଶହ ଶହ ବର୍ଷ ଧରି ଯେଉଁ ରାସ୍ତାରେ ଗମନାଗମନ କରୁଥିଲେ ସେହି ରାସ୍ତାକୁ ଗ୍ରାମର ଜଣେ ପ୍ରତିଷ୍ଠିତ ଚାଷୀକୁ ଲିଜରେ ଦିଆଯାଇଛି ।

ଗମନାଗମନ ରାସ୍ତାକୁ ଲିଜରେ ଦେଲା ପ୍ରଶାସନ, ଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ଦାବିପତ୍ର

ଫଳରେ ଗମନାଗମନ ବାଧାପ୍ରାପ୍ତ ହେଉଛି ବୋଲି ଜିଲ୍ଲାପାଳଙ୍କୁ ଏହି ଦାବିପତ୍ର ଦେଇଛନ୍ତି ଗ୍ରାମବାସୀ । ସେହି ରାସ୍ତାକୁ ଲିଜରୁ ବାତିଲ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବି କରିବା ସହ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details