ବରଗଡ: ଭିସି ଯୋଗେ ହାଇୱେ ପାଟ୍ରୋଲିଂ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ହାଇୱେ ଅପରାଧୀଙ୍କ ଉପରେ ନଜର ରଖିବା ପାଇଁ ଭିଡ଼ିଓ କନଫ୍ରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଡିର ଉଦଘାଟନ କରିଥିବା ବେଳେ ଏହି ପରିପେକ୍ଷୀରେ ବରଗଡର ହଳଦୀପାଲି ଛକ ଠାରେ ମଧ୍ୟ ଉଦଘାଟନ ହୋଇଯାଇଛି ।
ଭିସି ଯୋଗେ ବରଗଡରେ ହାଇୱେ ପାଟ୍ରୋଲିଂ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ - ରଗଡର ହଳଦୀପାଲି ଛକ
ଭିସି ଯୋଗେ ହାଇୱେ ପାଟ୍ରୋଲିଂ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଏହି ସେବା ଶୃଙ୍ଖଳିତ ଭାବେ ଲୋକଙ୍କୁ ସାହାଯ୍ୟ ଯୋଗାଇବା ସହ ହାଇୱେଗୁଡିକରେ ଘଟୁଥିବା ଚୋରି, ଡକାୟତି ଏବଂ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ମେଡିକାଲ ପହଞ୍ଚାଇବାକୁ ନେଇ ସକ୍ଷମ ହେବ ।
ଭିସି ଯୋଗେ ହାଇୱେ ପାଟ୍ରୋଲିଂ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଭିସି ଯୋଗେ ବରଗଡରେ ହାଇୱେ ପାଟ୍ରୋଲିଂ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଏହି ସେବା ଶୃଙ୍ଖଳିତ ଭାବେ ଲୋକଙ୍କୁ ସାହାଯ୍ୟ ଯୋଗାଇବା ସହ ହାଇୱେଗୁଡିକରେ ଘଟୁଥିବା ଚୋରି, ଡକାୟତି ଏବଂ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ମେଡିକାଲ ପହଞ୍ଚାଇବାକୁ ନେଇ ସକ୍ଷମ ହେବ । ଉତ୍ସବରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ , ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପଧାନ, ସିଡ଼ିଏମଓ ଅରୁଣ କୁମାର ପାତ୍ର , ଆରଟିଓ ମାନସ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ମିଶ୍ର ଯୋଗଦେଇଥିଲେ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ
Last Updated : Feb 2, 2021, 12:00 PM IST