ବରଗଡ: କ୍ୟାନ୍ସର ରୋଗର ପ୍ରାଦୁର୍ଭାବ ସ୍ଥଳ ଭାବେ ପଶ୍ଚିମ ଓଡିଶାରେ ବରଗଡର ରହିଛି ଅନନ୍ୟ ପରିଚୟ । ଯାହାର ଏକ ପ୍ରମୁଖ କାରଣ ଧାନ ଚାଷରେ ଅତ୍ୟଧିକ ପରିମାଣର କୀଟନାଶକ ଓ ସାର ପ୍ରୟୋଗ । ଉତ୍କୃଷ୍ଟ ଓ ପ୍ରଚୁର ପରିମାଣର ଧାନ ଚାଷ ଲୋଭରେ ବିଭିନ୍ନ କୀଟନାଶକ ଓ ସାରର ପ୍ରୟୋଗ କରୁଛନ୍ତି ଚାଷୀ । ଯାହାର ଫଳ ସ୍ବରୁପ ଜିଲ୍ଲାରେ ବଢୁଛି କ୍ୟାନ୍ସର ସମସ୍ୟା ।
ସାର ଓ କୀଟନାଶକ ପାଲଟୁଛି କ୍ୟାନସରର କାରଣ - issue
କ୍ୟାନ୍ସର ରୋଗର ପ୍ରାଦୁର୍ଭାବ ସ୍ଥଳ ଭାବେ ପଶ୍ଚିମ ଓଡିଶାରେ ବରଗଡର ରହିଛି ଅନନ୍ୟ ପରିଚୟ । ଯାହାର ଏକ ପ୍ରମୁଖ କାରଣ ଧାନ ଚାଷରେ ଅତ୍ୟଧିକ ପରିମାଣର କୀଟନାଶକ ଓ ସାର ପ୍ରୟୋଗ ।
![ସାର ଓ କୀଟନାଶକ ପାଲଟୁଛି କ୍ୟାନସରର କାରଣ](https://etvbharatimages.akamaized.net/etvbharat/prod-images/768-512-3190226-thumbnail-3x2-bargarh.jpg)
ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ
ତେବେ ରାସାୟନିକ ସାର ଓ କୀଟନାଶକର ମାତ୍ରାଧିକ ପ୍ରୟୋଗ ଦ୍ଵାରା କିପରି ମଣିଷ ସମାଜ ମାରାତ୍ମକ ରୋଗର ଶିକାର ହୋଇ ମୃତ୍ୟୁ ମୁଖକୁ ଯାଉଛି ସେନେଇ ଚାଷୀଙ୍କ ମଧ୍ୟରେ ସଚେତନତା ନଥିବାରୁ ଆଜି ଏହି ସମସ୍ୟା ଉପୁଜୁଥିବା ଅଭିଯୋଗ ହୋଇଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ