ଓଡିଶା

odisha

ବିଜେପୁର ଉପନିର୍ବାଚନ: ତିନି ପ୍ରମୁଖ ଦଳ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ

ବିଜେପୁର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ । କଂଗ୍ରେସର ଦିଲ୍ଲୀପ ପଣ୍ଡା, ବିଜେଡିର ରୀତା ସାହୁ ଓ ବିଜେପିର ସନତ ଗଡତିଆ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

By

Published : Sep 30, 2019, 12:32 PM IST

Published : Sep 30, 2019, 12:32 PM IST

Updated : Sep 30, 2019, 2:05 PM IST

ଡିଜାଇନ ଫଟୋ

ବରଗଡ: ବିଜେପୁର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ । କଂଗ୍ରେସର ଦିଲ୍ଲୀପ ପଣ୍ଡା, ବିଜେଡିର ରୀତା ସାହୁ ଓ ବିଜେପିର ସନତ ଗଡତିଆ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନିଜ ନିଜ ସମର୍ଥକଙ୍କ ସହ ଆସି ପଦ୍ମପୁରସ୍ଥିତ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ନାମାଙ୍କନ ଭରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଆଜି(ସୋମବାର) ନାମାଙ୍କନ ଭରିବାର ଶେଷ ତାରିଖ ଥିବାବେଳେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Sep 30, 2019, 2:05 PM IST

ABOUT THE AUTHOR

...view details