ବରଗଡ: ବରଗଡ ପାଇକମାଳରେ ସମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣା। ଏନେଇ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ଯାଜପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଯାଜପୁର ଏସପି ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ବରଗଡ ପାଇକମାଳରେ ସାମ୍ବାଦିକଙ୍କୁ ଆକ୍ରମଣ, ଏସପିଙ୍କୁ ଦାବିପତ୍ର ଦେଲା ସାମ୍ବାଦିକ ସଂଘ - ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି
ବରଗଡ ପାଇକମାଳରେ ସାମ୍ବାଦିକଙ୍କୁ ଆକ୍ରମଣ । ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ଯାଜପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଏସପିଙ୍କୁ ଦାବିପତ୍ର । ଅଧିକ ପଢନ୍ତୁ
ବରଗଡ ପାଇକମାଳରେ ସାମ୍ବାଦିକଙ୍କୁ ଆକ୍ରମଣ, ଏସପି ଙ୍କୁ ଦାବିପତ୍ର ଦେଲା ସାମ୍ବାଦିକ ସଂଘ
ଅନ୍ୟପଟେ ଏଥି ସହିତ ଘଟଣାକୁ ନିନ୍ଦା କରିଛି ସଂଘ। ଏଥିରେ SUJ ବା ରାଜ୍ୟ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଙ୍କ ସମେତ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି, ସମ୍ପାଦକ ଓ ଅନ୍ୟ ସଦସ୍ୟମାନେ ସାମିଲ ହୋଇଥିଲେ । ପ୍ରକାଶ ଆଜି ଅପରାହ୍ନରେ SUJ ସମ୍ବାଦିକ ସଙ୍ଘର ରାଜ୍ୟ ସଭାପତିଙ୍କ ନେତୃତ୍ବରେ ଜିଲ୍ଲା ଅନେକ ସମ୍ବାଦିକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆକ୍ରମଣ ଘଟଣାକୁ ଦୃଢ ନିନ୍ଦା କରିଛନ୍ତି l
ଇଟିଭି ଭାରତ, ବରଗଡ