ବରଗଡ: ଲକ୍ଡାଉନ୍ ସମୟରେ ନାହିଁ କୌଣସି କାମ । ଏପଟେ ମିଳୁନି ସରକାରୀ ସହାୟତା । ପ୍ରକୃତ ହିତାଧିକାରୀ ହୋଇଥିଲେ ମଧ୍ୟ ପୂର୍ବରୁ ରାସନ କାର୍ଡରୁ ନାଁ କଟିଯାଇଥିବାବେଳେ ଏବେ ଏଭଳି ସମୟରେ କୌଣସି ସହାୟତା ମିଳୁନାହିଁ । ଫଳରେ ସହାୟତା ଟିକେ ପାଇଁ ବରଗଡ ଜିଲ୍ଲାପାଳଙ୍କ ଅଫିସ୍ ଧାଉଁଛନ୍ତି ବହୁ ପରିବାର ।
ଲକଡାଉନରେ ମିଳୁନି ଗରିବଙ୍କୁ ସହାୟତା, ଜିଲ୍ଲାପାଳଙ୍କ ଅଫିସ ଧାଉଁଛନ୍ତି ଲୋକେ - collector office
ଲକ୍ଡାଉନ୍ ସମୟରେ ନାହିଁ କୌଣସି କାମ । ଏପଟେ ମିଳୁନି ସରକାରୀ ସହାୟତା । ଫଳରେ ସହାୟତା ଟିକେ ପାଇଁ ବରଗଡ ଜିଲ୍ଲାପାଳଙ୍କ ଅଫିସ୍ ଧାଉଁଛନ୍ତି ବହୁ ପରିବାର । ଅଧିକ ପଢନ୍ତୁ...
ଲକଡାଉନରେ ମିଳୁନି ଗରିବଙ୍କୁ ସହାୟତା, ଜିଲ୍ଲାପାଳଙ୍କ ଅଫିସ ଧାଉଁଛନ୍ତି ଲୋକେ
ଲକଡାଉନରେ ମିଳୁନି ଗରିବଙ୍କୁ ସହାୟତା, ଜିଲ୍ଲାପାଳଙ୍କ ଅଫିସ ଧାଉଁଛନ୍ତି ଲୋକେ
ବରଗଡ ଜିଲ୍ଲାରେ ଏଅସମୟରେ କାମ ମିଳୁନଥିବାରୁ ପ୍ରତିଦିନ ସରକାରୀ ସହାୟତା ପାଇବା ପାଇଁ ଜିଲ୍ଲାପାଳଙ୍କ ଅଫିସ ଧାଉଁଛନ୍ତି ଅନେକ ଗରିବ ପରିବାର । ପୂର୍ବରୁ କୌଣସି ଯୋଜନାରେ ଅନ୍ତର୍ଭୁକ୍ତ ହୋଇନଥିବାରୁ ଏବେ ସାହାଯ୍ୟ ମିଳୁନାହିଁ । ଯେଉଁଥିଲାଗି ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ ପାଇଁ ଆସୁଛନ୍ତି ଏମାନେ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ