ଓଡିଶା

odisha

By

Published : May 18, 2022, 8:53 PM IST

ETV Bharat / state

ବରଗଡ଼ GST ବିଭାଗର ଏକକାଳୀନ ପାଞ୍ଚଟି ଅଏଲ ପ୍ଲାଣ୍ଟରେ ଚଢ଼ାଉ

ବରଗଡ଼ର 5ଟି ସ୍ଥାନରେ GST ବିଭାଗର ଚଢ଼ାଉ ଚାଲିଛି । ଟେକ୍ସ ଫାଙ୍କିବା ଅଭିଯୋଗରେ GST ବିଭାଗର ପାଞ୍ଚଟି ଟିମ ଏକାଥରକେ ଚଢ଼ାଉ କରି କାଗଜପତ୍ର ଯାଞ୍ଚ କରୁଥିବା ସୂଚନା ଦେଇଛନ୍ତି ବରଗଡ଼ GST ବିଭାଗୀୟ ଅଧିକାରୀ । ଅଧିକ ପଢ଼ନ୍ତୁ

ବରଗଡ଼ GST ବିଭାଗର ଏକକାଳୀନ ପାଞ୍ଚଟି ଅଏଲ ପ୍ଲାଣ୍ଟରେ ଚଢ଼ଉ
ବରଗଡ଼ GST ବିଭାଗର ଏକକାଳୀନ ପାଞ୍ଚଟି ଅଏଲ ପ୍ଲାଣ୍ଟରେ ଚଢ଼ଉ

ବରଗଡ଼ : ବରଗଡ଼ର 5ଟି ସ୍ଥାନରେ GST ବିଭାଗର ଚଢ଼ାଉ । ବରଗଡ଼ର ରାଇସ ବ୍ରାନ ଅଏଲ, ବାଲଗୋପାଳ ଫୁଡ ପ୍ରଡକ୍ଟସ, ଦେଓ ସେରାୱାଳୀ ଅଏଲ ଇଣ୍ଡଷ୍ଟ୍ରି, ଶ୍ରୀକ୍ରିଷ୍ଣା ସଲଭେଣ୍ଟ, ବୈସ୍ନୋଦେବୀ ଅଏଲ ଇଣ୍ଡଷ୍ଟ୍ରି, ବରଗଡ଼ ରାଇସ ମିଲ କଂସଲଟରିମ ଠାରେ ଏହି ଚଢ଼ାଉ ଏକକାଳୀନ ଜାରି ହୋଇଛି ।

ବରଗଡ଼ GST ବିଭାଗର ଏକକାଳୀନ ପାଞ୍ଚଟି ଅଏଲ ପ୍ଲାଣ୍ଟରେ ଚଢ଼ଉ

ପ୍ରାୟ ୧୩୦ରୁ ଅଧିକ ରାଇସମିଲ ଓ ତେଲ ଉତ୍ପାଦନ ଇଣ୍ଡଷ୍ଟ୍ରି ରହିଥିବାବେଳେ GST ଫାଙ୍କୁଥିବା ଅଭିଯୋଗ ନେଇ ଆଜି ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details