ଓଡିଶା

odisha

ETV Bharat / state

ଜଳବନ୍ଦୀରେ ବରଗଡର ଚିକିଲି ପଞ୍ଚାୟତ, ସହାୟତା ପାଇଁ ଆଗେଇ ଆସିଲେ ଯୁବମୋର୍ଚ୍ଚା ସଦସ୍ୟ - ଜଳବନ୍ଦୀରେ ଚିକିଲି ପଞ୍ଚାୟତ

ଜଳବନ୍ଦୀରେ ଚିକିଲି ପଞ୍ଚାୟତର ଏକାଧିକ ଗାଁ । ବନ୍ୟା ପୀଡିତଙ୍କୁ ରନ୍ଧା ଖାଦ୍ୟ ଯୋଗାଇଲେ ବରଗଡ଼ ଯୁବ ମୋର୍ଚ୍ଚାର ସଦସ୍ୟ । ଅଧିକ ପଢନ୍ତୁ ।....

flood situation in chikhli panchayat
ଜଳବନ୍ଦୀରେ ଚିକିଲି ପଞ୍ଚାୟତର ଏକାଧିକ ଗାଁ

By

Published : Aug 31, 2020, 9:04 AM IST

ବରଗଡ:ରାଜ୍ୟରେ ଦେଖାଦେଇଛି ବନ୍ୟା ପରିସ୍ଥିତି । ମହାନଦୀରେ ବନ୍ୟା ଆସିବାରୁ ବରଗଡ ଜିଲ୍ଲାର ଅମ୍ବାଭୋନା ବ୍ଲକର ଚିକିଲି ପଞ୍ଚାୟତର ଏକାଧିକ ଗାଁ ବୁଡି ଯାଇଛି । ଶତାଧିକ ଲୋକ ଏବେ ବି ପାଣି ଘେରାରେ ରହିଛନ୍ତି ।

ଜଳବନ୍ଦୀରେ ଚିକିଲି ପଞ୍ଚାୟତର ଏକାଧିକ ଗାଁ

ଏଭଳି ପରିସ୍ଥିତିରେ କିଛି ସ୍ବଚ୍ଛାସେବୀ ଯୁବକ ସହାୟତାର ହାତ ବଢ଼େଇଛନ୍ତି । ବରଗଡ଼ ଯୁବ ମୋର୍ଚ୍ଚାର ସଦସ୍ୟ ମାନେ ବନ୍ୟା ପୀଡିତଙ୍କୁ ରନ୍ଧା ଖାଦ୍ୟ ଯୋଗାଇଛନ୍ତି ।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

ABOUT THE AUTHOR

...view details