ବରଗଡ଼: ଗମ୍ଭୀର ହେଉଛି ବରଗଡ ହାଜତ ମୃତ୍ୟୁ ମାମଲା । ଡାକ୍ତରଖାନାରେ ଉତ୍ୟକ୍ତ ଲୋକଙ୍କ ଭଙ୍ଗାରୁଜା ପରେ ଛାତରୁ ଡେଇଁ ଆତ୍ମହତ୍ୟା ଧମକ ଦେଲେ ମୃତକଙ୍କ ଭାଇ । ଦାବି ପୂରଣ ନ ହେଲେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ମୃତକଙ୍କ ଭାଇ ଜିତେନ କୁମ୍ଭାର ।
ଯୁବକଙ୍କ ହାଜତ ମୃତ୍ୟୁ ପରେ ହସ୍ପିଟାଲ ଛାତରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଭାଇ - ଥାନାରେ ମୃତ ଯୁବକଙ୍କ ଭାଇଙ୍କ ଆତ୍ମହତ୍ୟା ଉଦ୍ୟମ ବରଗଡ
ବରଗଡ ଟାଉନ ଥାନାରେ ଯୁବକଙ୍କ ମୃତ୍ୟୁକୁ ନେଇ ବଢୁଛି ଅସନ୍ତୋଷ । ଆତ୍ମହତ୍ୟା ଉଦ୍ୟମ ଦେଲେ ମୃତକଙ୍କ ଭାଇ । ଅଧିକ ପଢନ୍ତୁ...
ବରଗଡ଼ ଟାଉନ ଥାନାରେ ଯୁବକଙ୍କ ମୃତ୍ୟୁ, ଆତ୍ମହତ୍ୟା ଉଦ୍ୟମ କଲେ ମୃତକଙ୍କ ଭାଇ
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ