ଓଡିଶା

odisha

By

Published : Dec 18, 2020, 10:39 PM IST

ETV Bharat / state

ପାନୀୟ ଜଳ ସମସ୍ୟା, PHD କର୍ମଚାରୀଙ୍କୁ ଚୁଡି ଦେଇ ବିରୋଧ ପ୍ରଦର୍ଶନ

ବରଗଡ ସହରରେ ଏବେଠାରୁ ଦେଖାଦେଲାଣି ପାନୀୟ ଜଳ ସମସ୍ୟା । ଫଳରେ ଜିଲ୍ଲା PHD ଅଫିସ ଘେରାଉ କରିଛି ବିଜେପି ମହିଳା ମୋର୍ଚ୍ଚା । ଉତ୍ତ୍ୟକ୍ତ ମହିଳାମାନେ PHD କର୍ମଚାରୀଙ୍କୁ ଚୁଡି ଦେଇ ତାଙ୍କର ବିରୋଧ ପ୍ରଦର୍ଶନ କରିଛନ୍ତି ।

ଏବେଠୁ ପାନୀୟ ଜଳ ସମସ୍ୟା, PHD କର୍ମଚାରୀଙ୍କୁ ଚୁଡି ଦେଇ ବିରୋଧ ପ୍ରଦର୍ଶନ
ଏବେଠୁ ପାନୀୟ ଜଳ ସମସ୍ୟା, PHD କର୍ମଚାରୀଙ୍କୁ ଚୁଡି ଦେଇ ବିରୋଧ ପ୍ରଦର୍ଶନ

ବରଗଡ:ବରଗଡ ସହରରେ ଏବେଠାରୁ ଦେଖାଦେଲାଣି ପାନୀୟ ଜଳ ସମସ୍ୟା । ଫଳରେ ଜିଲ୍ଲା PHD ଅଫିସ ଘେରାଉ କରିଛି ବିଜେପି ମହିଳା ମୋର୍ଚ୍ଚା । ଉତ୍ତ୍ୟକ୍ତ ମହିଳାମାନେ PHD କର୍ମଚାରୀଙ୍କୁ ଚୁଡି ଦେଇ ତାଙ୍କର ବିରୋଧ ପ୍ରଦର୍ଶନ କରିଛନ୍ତି ।

ଏବେଠୁ ପାନୀୟ ଜଳ ସମସ୍ୟା, PHD କର୍ମଚାରୀଙ୍କୁ ଚୁଡି ଦେଇ ବିରୋଧ ପ୍ରଦର୍ଶନ

ବରଗଡ ସହରରେ ବର୍ତ୍ତମାନ ଠାରୁ ପାନୀୟ ଜଳ ସଙ୍କଟ ଦେଖାଦେଇଥିବା ବେଳେ ଆଗାମୀ ଗ୍ରୀଷ୍ମ ଦିନରେ ପାଣିର ଘୋର ସଙ୍କଟ ଦେଖାଯିବାର ସମ୍ଭାବନା ରହିଛି । ଫଳରେ ଆଜିଠାରୁ ଏଥିପ୍ରତି ସଜାଗ ରହିବା ସହିତ ଅପହଞ୍ଚ ପାନୀୟ ଜଳ ସ୍ଥାନକୁ ଶୀଘ୍ର ପାନୀୟ ଜଳ ପହଞ୍ଚାଇବାର ବ୍ୟବସ୍ଥା କରିବାକୁ ଦାବି କରିଛି ବିଜେପି ଦଳର ମହିଳା ମୋର୍ଚ୍ଚା ।

କିଛିଦିନ ତଳେ ବରଗଡ ଜିଲ୍ଲାପାଳଙ୍କ ନିକଟରେ ଏହି ସମସ୍ୟାର ସମାଧାନ ପାଇଁ ଆସି ଦାବି କରିଥିଲେ । ମାତ୍ର ଆଜିଯାଏଁ ଏହାର ସମାଧାନ ନହେବାରୁ ପୁଣି ଆଜି ମହିଳା ମୋର୍ଚ୍ଚା ବରଗଡ PHD ଅଫିସ ଘେରାଉ କରିଥିଲା |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details