ବାଲେଶ୍ବର: ବିଲରୁ ମହିଳାଙ୍କ ମୃତଦେହ ଉଦ୍ଧାର । ବାଲେଶ୍ବର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଜୁଲୁଙ୍ଗିଆ ଗ୍ରାମର ଏକ ବିଲ ମଝିରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉଦ୍ଧାର ମୃତଦେହ ଉକ୍ତ ଗ୍ରାମର ଲକ୍ଷ୍ମୀମଣି ବାରିକଙ୍କ ବୋଲି ଜଣାପଡିଛି ।
ବିଲରୁ ମହିଳାଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ - women dead boyd rescue in soro
ବାଲେଶ୍ବର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଜୁଲୁଙ୍ଗିଆ ଗ୍ରାମର ଏକ ବିଲ ମଝିରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା ଅଭିଯୋଗ ।ଅଧିକ ପଢନ୍ତୁ...
![ବିଲରୁ ମହିଳାଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ women-dead-boyd-rescue-in-soro-of-balasor](https://etvbharatimages.akamaized.net/etvbharat/prod-images/768-512-7756483-thumbnail-3x2-bls.jpg)
ବିଲରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ
ବିଲରୁ ମହିଳାଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ
ସୂଚନାଥାଉକି ଲକ୍ଷ୍ମୀମଣି ଗତ 5 ବର୍ଷ ଧରି ନିଜ ଭାଇଙ୍କ ଘରେ ରହି ଆସୁଥିଲେ । ମଙ୍ଗଳବାର ଠାରୁ ସେ ଘରୁ କେଉଁଆଡ଼େ ନିଖୋଜ ହୋଇଯାଇଥିବା ତାଙ୍କ ଭାଇ ବିଜୟ ଥାନାରେ ଅଭିଯୋଗ କରିଥିଲେ । ବୁଧବାର ଲକ୍ଷ୍ମୀଙ୍କ ମୃତଦେହ ବିଲରୁ ମିଳିଥିଲା । ଏହା ପରେ ବିଜୟ ତାଙ୍କ ଭଉଣୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ