ବାଲେଶ୍ଵର: ସିଂଲା ଥାନା ପାଉଁଶକୁଲି ବଜାରରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ଦୁଇ ଗୋଷ୍ଠୀ ମଧ୍ୟରେ ଠେଙ୍ଗା ବାଡ଼ିରେ ଆକ୍ରମଣ ଘଟଣା ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।
Political Violence: ନିର୍ବାଚନ ପରେ ୨ ଗୋଷ୍ଠୀଙ୍କ ମଧ୍ୟରେ ଜୋରଦାର ମାରପିଟ
ବାଲେଶ୍ଵର: ସିଂଲା ଥାନା ପାଉଁଶକୁଲି ବଜାରରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ଦୁଇ ଗୋଷ୍ଠୀ ମଧ୍ୟରେ ଠେଙ୍ଗା ବାଡ଼ିରେ ଆକ୍ରମଣ ଘଟଣା ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ