ବାଲେଶ୍ୱର:ବାଲେଶ୍ୱରରୁ ଭୁବନେଶ୍ୱର ଯାଏଁ ୬ ଲେନ ରାସ୍ତା ଥିବା ବେଳେ ବାଲେଶ୍ୱରରୁ ଖଡ଼ଗପୁର ଯାଏଁ ୬ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କୁ ଚିଠି ମାଧ୍ୟମରେ ପ୍ରସ୍ତାବ ଦେଇଛନ୍ତି ।
ବାଲେଶ୍ୱରରୁ ଖଡ଼ଗପୁର ଯାଏଁ ହେବ ୬ ଲେନ ରାସ୍ତା: କେନ୍ଦ୍ରମନ୍ତ୍ରୀ - ବାଲେଶ୍ୱରରୁ ଖଡ଼ଗପୁର ଯାଏ ହେବ ୬ ଲେନ ରାସ୍ତା
ବାଲେଶ୍ୱରରୁ ଭୁବନେଶ୍ୱର ଯାଏଁ ୬ ଲେନ ରାସ୍ତା ଥିବାବେଳେ ବାଲେଶ୍ୱରରୁ ଖଡ଼ଗପୁର ଯାଏଁ ୬ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଚିଠି ମାଧ୍ୟମରେ ପ୍ରସ୍ତାବ ଦେଇଛନ୍ତି । ଅଧିକ ପଢନ୍ତୁ...
ବାଲେଶ୍ୱରରୁ ଖଡ଼ଗପୁର ଯାଏ ହେବ ୬ ଲେନ ରାସ୍ତା; କେନ୍ଦ୍ରମନ୍ତ୍ରୀ
ବାଲେଶ୍ୱରରୁ ଖଡ଼ଗପୁର ଯାଏ ହେବ ୬ ଲେନ ରାସ୍ତା; କେନ୍ଦ୍ରମନ୍ତ୍ରୀ
ଏନେଇ ଗଡକରୀ ୬ ଲେନ ବିଶିଷ୍ଟ ରାଜପଥରେ ଯାହା ଆବଶ୍ୟକ ସେସବୁ ଉପରେ ଧ୍ୟାନ ଦେଇ ନିର୍ମାଣ କରାଯିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି । ରାସ୍ତାରେ ଆବଶ୍ୟକ ଅନୁସାରେ ଅଣ୍ଡରପାସ, ଓଭର ବ୍ରିଜ ନିର୍ମାଣ କରାଯିବ ବୋଲି ଗଡ଼କରି କହିଥିବା କଥା ପ୍ରତାପ କହିଛନ୍ତି।
ସେହିପରି ଏମିତି ରାସ୍ତାର ପ୍ରଶସ୍ତୀକରଣ ହେଲେ ପରିବହନ କ୍ଷେତ୍ରରେ ବିକାଶ ହେବା ସହ ରାସ୍ତା ଦୁର୍ଘଟଣା କମିଯିବ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ
TAGGED:
୬ ଲେନ ରାସ୍ତା ପ୍ରତାପ ଷଡ଼ଙ୍ଗୀ