ବାଲେଶ୍ବର: ସୋର ରେଳ ଷ୍ଟେସନରେ ମାଲବାହୀ ଟ୍ରେନ ଦୁର୍ଘଟଣା ଓ ଫୁଟ ଓଭର ବ୍ରିଜ ଭାଙ୍ଗିବା ଘଟଣାରେ ଦୁଇଜଣ ନିଲମ୍ବିତ ହୋଇଥିବା ଜଣାପଡିଛି ।
ସୋର ଷ୍ଟେସନ ରେଳ ଦୁର୍ଘଟଣାରେ ଦୁଇ ଅଧିକାରୀ ନିଲମ୍ବିତ - train accident of saro station
ସୋର ରେଳଷ୍ଟେସନରେ ମାଲବାହୀ ଟ୍ରେନ ଦୁର୍ଘଟଣା ଓ ଫୁଟ ଓଭର ବ୍ରିଜ ଭାଙ୍ଗିବା ଘଟଣାରେ ଷ୍ଟେସନ ମାଷ୍ଟର ଓ ପଏଣ୍ଟମ୍ୟାନ ନିଲମ୍ବିତ । ଅଧିକ ପଢନ୍ତୁ...
ସୋର ଷ୍ଟେସନ ରେଳ ଦୁର୍ଘଟଣାରେ ଦୁଇ ନିଲମ୍ବିତ
ଷ୍ଟେସନ ମାଷ୍ଟର ଉମେଶ ସିଂ ଓ ପଏଣ୍ଟମ୍ୟାନ ପ୍ରଶାନ୍ତ ନାୟକଙ୍କୁ ଉପରିସ୍ଥ ଅଧିକାରୀ ନିଲମ୍ବିତ କରିଥିବା ସୂଚନା ମିଳିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ