ବାଲେଶ୍ଵର: ଭାଇରାଲ ହେଉଛି ବାଘ ପାଣି ପିଇବାର ଭିଡିଓ । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ମାଖନପୁର ପଞ୍ଚାୟତ ଦୁଲାଲପୁର ଗ୍ରାମରେ ଥିବା ନଦୀରୁ ଏକ ବାଘ ପାଣି ପିଇବାକୁ ଆସିଥିବା ସମୟରେ ଭିଡିଓ ଭାଇରାଲ ହୋଇଛି ।
ଖଇରାରେ ପାଣି ପିଇବାକୁ ଆସିଥିଲା ବାଘ ! ବନବିଭାଗର ତଦନ୍ତ ଜାରି - balesore tiger drink water viral video news
ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ମାଖନପୁର ପଞ୍ଚାୟତ ଦୁଲାଲପୁର ଗ୍ରାମରେ ଥିବା ନଦୀରୁ ଏକ ବାଘ ପାଣି ପିଇବାକୁ ଆସିଥିବା ସମୟରେ ଭିଡିଓ ଭାଇରାଲ ହୋଇଛି । ଅଧିକ ପଢନ୍ତୁ...
![ଖଇରାରେ ପାଣି ପିଇବାକୁ ଆସିଥିଲା ବାଘ ! ବନବିଭାଗର ତଦନ୍ତ ଜାରି ବନବିଭାଗର ତଦନ୍ତ ଜାରି](https://etvbharatimages.akamaized.net/etvbharat/prod-images/768-512-10584730-956-10584730-1613042927897.jpg)
ବନବିଭାଗର ତଦନ୍ତ ଜାରି
ଭାଇରାଲ ହେଉଛି ବାଘ ପାଣି ପିଇବାର ଭିଡିଓ
ଏନେଇ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ କରିଛି । ଔପଦା ରେଞ୍ଜର ବବିତା ସୋରେନଙ୍କ ସମେତ କୁପାରି ବନ କର୍ମଚାରୀମାନେ ଉକ୍ତ ଜଙ୍ଗଲରେ ପହଞ୍ଚି ବାଘର ପଡିଥିବା ପାଦ ଚିହ୍ନ, ତାର ଗତିବିଧି ଲକ୍ଷ୍ୟ କରିଥିଲେ। ବାଘକୁ ଧରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ
TAGGED:
balesore news