ବାଲେଶ୍ଵର: ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ନୂତନ ଭେଣ୍ଟିଲେଟର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ନିଜ ସାଂସଦ ପାଣ୍ଠିରୁ 20 ଲକ୍ଷ ଟଙ୍କା ବିନିମୟରେ ଆଇସିୟୁରେ ନୂଆ ଭେଣ୍ଟିଲେଟର ସ୍ଥାପନ କରାଯାଇଛି । ଏଥିପାଇଁ ମନ୍ତ୍ରୀ 6 ମାସ ପୂର୍ବରୁ କୋରୋନା ମହାମାରୀ ସମୟରେ ରୋଗୀଙ୍କ ଚିକିତ୍ସା ସୁବିଧା ପାଇଁ ଅର୍ଥ ମଞ୍ଜୁର କରିଥିଲେ।
ବାଲେଶ୍ବର ମେଡିକାଲରେ ନୂଆ ଭେଣ୍ଟିଲେଟର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ - pratap sarangi inaugurated
କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ନିଜ ସାଂସଦ ପାଣ୍ଠିରୁ 20 ଲକ୍ଷ ଟଙ୍କା ବିନିମୟରେ ଆଇସିୟୁରେ ନୂଆ ଭେଣ୍ଟିଲେଟର ସ୍ଥାପନ କରାଯାଇଛି ।
![ବାଲେଶ୍ବର ମେଡିକାଲରେ ନୂଆ ଭେଣ୍ଟିଲେଟର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଭେଣ୍ଟିଲେଟର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ](https://etvbharatimages.akamaized.net/etvbharat/prod-images/768-512-10187344-718-10187344-1610260308175.jpg)
ଭେଣ୍ଟିଲେଟର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ
ଭେଣ୍ଟିଲେଟର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ
ଭେଣ୍ଟିଲେଟର ସ୍ଥାପନ ପରେ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମେଡିକାଲରେ ପହଞ୍ଚିଥିଲେ । ଆଉ ଏହାକୁ ଉଦଘାଟନ କରିଥିଲେ। ଏହାଦ୍ବାରା ଅନେକ ଗୁରୁତର ରୋଗୀ ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି। ତାଙ୍କ ସହ ଜିଲ୍ଲାପାଳ, ସିଡିଏମଓ ତଥା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ