ବାଲେଶ୍ବର: କୋରୋନା ମହାମାରୀ ସମୟରେ ଯେଉଁଠି ଲୋକମାନେ ରୋଜଗାର ହରାଇଛନ୍ତି, ସେହି ସମୟରେ ପିଆଜ ଓ ଆଳୁ ଦର ଅହେତୁକ ଭାବେ ବୃଦ୍ଧି ହୋଇଥିବାରୁ ସାଧାରଣ ଲୋକଙ୍କ ହାଣ୍ଡିଶାଳ ଉପରେ ପ୍ରଭାବ ପଡ଼ିଛି ।
ପିଆଜ ଦରବୃଦ୍ଧି ନେଇ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ - on-onion-price-hike
କୋରୋନା ମହାମାରୀ ସମୟରେ ପିଆଜ ଓ ଆଳୁ ଦର ଅହେତୁକ ଭାବେ ବୃଦ୍ଧି ହୋଇଥିବାରୁ ସାଧାରଣ ଲୋକଙ୍କ ହାଣ୍ଡିଶାଳ ଉପରେ ପ୍ରଭାବ ପଡ଼ିଛି । ଏହାକୁ ନେଇ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ...
ପିଆଜ ଦରବୃଦ୍ଧି ନେଇ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ