ବାଲେଶ୍ବର:ଜିଲ୍ଲାରେ ଜୁଲାଇ ମାସର ପ୍ରଥମ ଶନିବାର କଡ଼ାକଡ଼ି ଭାବେ ସଟଡାଉନ କରାଯାଇଛି। ପୂର୍ଵପେକ୍ଷା ଲୋକମାନେ ନିୟମ ମାନୁନଥିବା ବେଳେ ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ନେଉଛି।
ଜୁଲାଇ ମାସର ପ୍ରଥମ ସଟଡାଉନ, ବାଲେଶ୍ୱରରେ କଡ଼ାକଡ଼ି ନିୟମ - corona news
ଜିଲ୍ଲାରେ ଜୁଲାଇ ମାସର ପ୍ରଥମ ଶନିବାର କଡ଼ାକଡ଼ି ଭାବେ ସଟଡାଉନ କରାଯାଇଛି। ପୂର୍ଵପେକ୍ଷା ଲୋକମାନେ ନିୟମ ମାନୁନଥିବା ବେଳେ ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ନେଉଛି।
ଜୁଲାଇ ମାସର ପ୍ରଥମ ସଟଡାଉନ, ବାଲେଶ୍ୱରରେ କଡ଼ାକଡ଼ି ନିୟମ
ସହରର ବିଭିନ୍ନ ଛକମାନଙ୍କରେ ପୋଲିସ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଉଛି। ସଟଡାଉନରେ ବିନା କାରଣରେ ଘରୁ ବାହାରୁ ଥିବା ଲୋକଙ୍କ ପାଖରୁ ଫାଇନ ଆଦାୟ କରାଯାଉଛି। ତେବେ ଅମାନିଆ ଓ ବିନା ମାସ୍କରେ ଥିବା ଲୋକଙ୍କ ପାଇଁ କଠୋର ହୋଇଛି ଜିଲ୍ଲା ପ୍ରଶାସନ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ