ଓଡିଶା

odisha

By

Published : Apr 3, 2021, 2:13 PM IST

ETV Bharat / state

ଦିବ୍ୟାଙ୍ଗଙ୍କୁ ସହଯୋଗର ହାତ ବଢ଼ାଇଲା ବଡେଖାନ ଗାଜି ପିର ଟ୍ରଷ୍ଟ

ଦିବ୍ୟାଙ୍ଗମାନେ ଚଲାବୁଲା କରିନପାରି ଦୁଃଖ ଭୋଗୁଥିବା ବେଳେ ସେମାନଙ୍କ କଥା ବୁଝି ସେମାନଙ୍କୁ ତିନି ଚକିଆ ସାଇକେଲ ବଣ୍ଟନ କଲେ ବାଲେଶ୍ଵର ସଦର ବ୍ଲକ ପରିଖି ପଞ୍ଚାୟତ ପନ୍ତା ଗ୍ରାମର ବଡେଖାନ ଗାଜି ପିର ଟ୍ରଷ୍ଟ । ଅଧିକ ପଢନ୍ତୁ...

ଦିବ୍ୟାଙ୍ଗଙ୍କୁ ସହଯୋଗର ହାତ ବଢ଼ାଇଲା ବଡେଖାନ ଗାଜି ପିର ଟ୍ରଷ୍ଟ
ଦିବ୍ୟାଙ୍ଗଙ୍କୁ ସହଯୋଗର ହାତ ବଢ଼ାଇଲା ବଡେଖାନ ଗାଜି ପିର ଟ୍ରଷ୍ଟ

ବାଲେଶ୍ବର: ଦିବ୍ୟାଙ୍ଗ ମାନଙ୍କ ଦୁଃଖ ବୁଝିଲା ବଡେଖାନ ଗାଜି ପିର ଟ୍ରଷ୍ଟ । ତେବେ ଅନେକ ଦିବ୍ୟାଙ୍ଗ ଚଲାବୁଲା କରିନପାରି ଦୁଃଖ ଭୋଗୁଥିବା ବେଳେ ସେମାନଙ୍କ କଥା ବୁଝି ସେମାନଙ୍କୁ ତିନି ଚକିଆ ସାଇକେଲ ବଣ୍ଟନ କରିଛି ବାଲେଶ୍ଵର ସଦର ବ୍ଲକ ପରିଖି ପଞ୍ଚାୟତ ପନ୍ତା ଗ୍ରାମର ବଡେଖାନ ଗାଜି ପିର ଟ୍ରଷ୍ଟ ।

ଦିବ୍ୟାଙ୍ଗଙ୍କୁ ସହଯୋଗର ହାତ ବଢ଼ାଇଲା ବଡେଖାନ ଗାଜି ପିର ଟ୍ରଷ୍ଟ

ଦିବ୍ୟାଙ୍ଗମାନଙ୍କୁ ସହଯୋଗର ହାତ ବଢ଼ାଇବା କାର୍ଯ୍ୟକ୍ରମରେ ସଦର ବିଧାୟକ ସ୍ବରୂପ ଦାସ ମଧ୍ୟ ଯୋଗଦେଇଥିଲେ । ଏମିତି କାର୍ଯ୍ୟ ଆଗକୁ ଚାଲୁ ରଖିବା ନେଇ ଅନୁଷ୍ଠାନର ସଦସ୍ୟମାନେ ଲକ୍ଷ୍ୟ ରଖିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details