ଓଡିଶା

odisha

ଲାଞ୍ଚ ନେଉଛନ୍ତି ସହକାରୀ ଯନ୍ତ୍ରୀ ! ଭିଡିଓ ଭାଇରାଲ

By

Published : Jan 21, 2021, 10:59 AM IST

Updated : Jan 21, 2021, 11:23 AM IST

ଟିଏମସି ସେଣ୍ଟର ପ୍ରସ୍ତୁତି ପାଇଁ ହୋଇଥିବା କାର୍ଯ୍ୟର ୧ ଲକ୍ଷ ୪୪ ହଜାର ଟଙ୍କାର ବିଲ କରାଇବା ପାଇଁ ଠିକାଦାରଙ୍କୁ ଯନ୍ତ୍ରୀ ଅନୀଲ ପଣ୍ଡା ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଯନ୍ତ୍ରୀ ଟଙ୍କା ନେବା ବେଳର ଭିଡିଓ ଏବେ ବେଶ ଭାଇରାଲ ହେଉଛି। ଅଧିକ ପଢନ୍ତୁ...

ସହକାରୀ ଯନ୍ତ୍ରୀ ନେଉଛନ୍ତି ଲାଞ୍ଚ ! ଭିଡିଓ ଭାଇରାଲ
ସହକାରୀ ଯନ୍ତ୍ରୀ ନେଉଛନ୍ତି ଲାଞ୍ଚ ! ଭିଡିଓ ଭାଇରାଲସହକାରୀ ଯନ୍ତ୍ରୀ ନେଉଛନ୍ତି ଲାଞ୍ଚ ! ଭିଡିଓ ଭାଇରାଲ

ବାଲେଶ୍ଵର: ଜିଲ୍ଲା ନୀଳଗିରି ବ୍ଲକ ସହକାରୀ ଯନ୍ତ୍ରୀ ପିସି ନେଉଥିବାର ଏକ ଭିଡିଓ ଭାଇରାଲ ହୋଇଛି। ଜଣେ ଠିକାଦାରଙ୍କ ବିଲ କରାଇବା ପାଇଁ ଯନ୍ତ୍ରୀ ଟଙ୍କା ନେଉଥିବା ଜଣାପଡିଛି।

ଲାଞ୍ଚ ନେଉଛନ୍ତି ସହକାରୀ ଯନ୍ତ୍ରୀ ! ଭିଡିଓ ଭାଇରାଲ

ସୂଚନା ଅନୁସାରେ, ଟିଏମସି ସେଣ୍ଟର ପ୍ରସ୍ତୁତି ପାଇଁ ହୋଇଥିବା କାର୍ଯ୍ୟର ୧ ଲକ୍ଷ ୪୪ ହଜାର ଟଙ୍କାର ବିଲ କରାଇବା ପାଇଁ ଠିକାଦାରଙ୍କୁ ଯନ୍ତ୍ରୀ ଅନୀଲ ପଣ୍ଡା ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଟଙ୍କା ଦେବା ଓ ଯନ୍ତ୍ରୀ ନେବା ବେଳର ଭିଡିଓ ଏବେ ବେଶ ଭାଇରାଲ ହେଉଛି। ସମ୍ପୃକ୍ତ ଯନ୍ତ୍ରୀଙ୍କ ନାମରେ ପୂର୍ବରୁ ଅନେକ ଅଭିଯୋଗ ରହିଛି, ପିସି ନଦେଲେ ବିଲ ହେଉନଥିବା ଅଭିଯୋଗ ମଧ୍ୟ ଆସିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jan 21, 2021, 11:23 AM IST

ABOUT THE AUTHOR

...view details