ବାଲେଶ୍ବର :ମହିଳାମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ସରକାରୀ ସ୍ତରରେ ନିଆଯାଉଛି ଅନେକ ପଦକ୍ଷେପ। ମାତ୍ର ବାସ୍ତବରେ ଏବେବି ଗ୍ରାମାଞ୍ଚଳର କିଛି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ସୁବିଧା ସୁଯୋଗ ପାଉ ନଥିବା ଅଭିଯୋଗ ହୋଇଛି ।
ଧାରଣା ଦେଲେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା - ବାଲେଶ୍ବର ଖବର
ମହିଳାମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ସରକାରୀ ସ୍ତରରେ ନିଆଯାଉଛି ଅନେକ ପଦକ୍ଷେପ। ଯାହାକୁ ନେଇ ମହିଳାମାନେ ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା। ଅଧିକ ପଢନ୍ତୁ
ଧାରଣା ଦେଲେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା
ଧାରଣା ଦେଲେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା
ଯାହାକୁ ନେଇ ମହିଳାମାନେ ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା। ରେମୁଣା ବ୍ଲକ ବଡପାଳ ପଞ୍ଚାୟତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହାସଂଘର ସଦସ୍ୟା, ସିଆରପି ଓ ଏମବିକେ ସଦସ୍ୟାମାନେ ବ୍ଲକ ସ୍ତରୀୟ ସହାୟତା ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ