ଓଡିଶା

odisha

ETV Bharat / state

ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲେ ସରପଞ୍ଚ - ଅସହାୟ ବୃଦ୍ଧା

ସଦର ବ୍ଲକ କରଞ୍ଜିଆ ଅଞ୍ଚଳରେ ଜଣେ ନିଃସହାୟ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ..

sarpanch-rescues-helpless-old-man
ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲେ ସରପଞ୍ଚ

By

Published : Apr 23, 2020, 11:43 PM IST

ବାଲେଶ୍ଵର: ସଦର ବ୍ଲକ କରଞ୍ଜିଆ ଅଞ୍ଚଳରେ ଜଣେ ନିଃସହାୟ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁବାର ଉକ୍ତ ଅଞ୍ଚଳରେ ଜଣେ ଅସହାୟ ବୃଦ୍ଧା ରାସ୍ତାକଡ଼ରେ ବସିଥିବା ଲୋକମାନେ ଦେଖିବାକୁ ପାଇଥିଲେ ।

ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲେ ସରପଞ୍ଚ

ଏ ସମ୍ପର୍କରେ କରଞ୍ଜିଆ ସରପଞ୍ଚ ସୁଚିସ୍ମିତା ସେଠୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ବୃଦ୍ଧା ଜଣଙ୍କ ପ୍ରବଳ ଜ୍ଵରରେ ପୀଡିତ ଥିବା ସେ ଜାଣିବାକୁ ପାଇ ତୁରନ୍ତ ପ୍ରଶାସନକୁ ଖବର ଦେଇଥିଲେ। ଏବେ କୋରୋନା ଭୟ କାରଣରୁ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ତେବେ ଦୀର୍ଘ ସମୟ ଯାଏ ସରପଞ୍ଚଙ୍କୁ ପ୍ରଶାସନିକ ସହାୟତା ମିଳିନଥିବା ସେ ଅଭିଯୋଗ କରିଛନ୍ତି ।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details