ଓଡିଶା

odisha

By

Published : Jul 29, 2020, 2:13 AM IST

ETV Bharat / state

ଧସିଲା ମୁଖ୍ୟରାସ୍ତା, ଯାତାୟତ ବାଧାପ୍ରାପ୍ତ

ବାଲେଶ୍ବର ଜିଲ୍ଲା ବାଲିଆପାଳ ଧସିଲା ମୁଖ୍ୟରାସ୍ତା, ଯାତାୟତ ବାଧାପ୍ରାପ୍ତ । ବାଲିଆପାଳ ଗାନ୍ଧୀଛକ ମୁଖ୍ୟ ରାସ୍ତା ଧସିଯିବାରୁ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ...

ଧସିଲା ମୁଖ୍ୟରାସ୍ତା, ଯାତାୟତ ବାଧାପ୍ରାପ୍ତ
ଧସିଲା ମୁଖ୍ୟରାସ୍ତା, ଯାତାୟତ ବାଧାପ୍ରାପ୍ତ

ବାଲେଶ୍ଵର: ଧସିଲା ମୁଖ୍ୟରାସ୍ତା, ଯାତାୟତ ବାଧାପ୍ରାପ୍ତ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଗାନ୍ଧୀଛକ ମୁଖ୍ୟ ରାସ୍ତା ଧସିଯିବାରୁ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

ଧସିଲା ମୁଖ୍ୟରାସ୍ତା, ଯାତାୟତ ବାଧାପ୍ରାପ୍ତ

ବାଲେଶ୍ବର ଜିଲ୍ଲାର ବାଲିଆପାଳରୁ ଗାନ୍ଧୀଛକରୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଘଣ୍ଟିଆଡି ଠାରେ 10 ଫୁଟର ଖାତ ସୃଷ୍ଟି ହୋଇଛି । ଯାହାଫଳରେ ଯାତାୟାତ ସମ୍ପୂର୍ଣ ବାଧାପ୍ରାପ୍ତ ସୃଷ୍ଟି ହୋଇଛି । ଦୀର୍ଘବର୍ଷର ପୁରୁଣା ପୋଲ ହୋଇଥିବାରୁ ଏମିତି ଧସିଯାଇଥିବା ଜଣାପଡିଛି । ଅସ୍ଥାୟୀ ଭାବେ ଯାତାୟତ ବ୍ୟବସ୍ଥା ପାଇଁ ବାଲିବସ୍ତା ପକାଯାଇଛି । ମଝି ରାସ୍ତାରେ ରାସ୍ତା ଧସି ଯିବା ଯୋଗୁଁ ସାଧାରଣ ଲୋକ ଯାତାୟତରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details