ବାଲେଶ୍ବର: ରେଳ ଟିକେଟ କଳାବଜାରୀ ଅଭିଯୋଗରେ ଜଣେ ଗିରଫ । ବାଲିଆପାଳରୁ ଗୁରୁ ପ୍ରସାଦ ଦାସ ନାମକ ବ୍ୟକ୍ତିକୁ ଗିରଫ କରିଛି ଖଡଗପୁର ରେଳବାଇ ପୋଲିସ । ସେ ରେଳବାଇ ୱେବସାଇଟକୁ ହ୍ୟାକିଂ କରିଥିବା ମଧ୍ୟ ଅଭିଯୋଗ ହୋଇଛି ।
ରେଳ ଟିକେଟ କଳାବଜାରୀ ଅଭିଯୋଗରେ ଜଣେ ଗିରଫ - railway ticket black allegation
ରେଳ ଟିକେଟ କଳାବଜାରୀ ଅଭିଯୋଗରେ ବାଲିଆପାଳରୁ ଜଣଙ୍କୁ ଗିରଫ କରିଛି ଖଡଗପୁର ପୋଲିସ । ତାଙ୍କ ନାମରେ ରେଳବାଇ ୱେବସାଇଟ ହ୍ୟାକ କରିବା ମଧ୍ୟ ଅଭିଯୋଗ ହୋଇଛି ।
ରେଳ ଟିକେଟ୍ କଳାବଜାରୀ ଅଭିଯୋଗରେ ଜଣେ ଗିରଫ
ରେଳ ଟିକେଟ୍ କଳାବଜାରୀ ଅଭିଯୋଗରେ ଜଣେ ଗିରଫ
ଦୀର୍ଘ ଦିନ ଧରି ସେ ଏକାଧିକ ଆଇଡିରୁ ବହୁ ପରିମାଣ ଟିକେଟ୍ ଚୋରାରେ ବିକ୍ରି କରୁଥିବା ରେଳବାଇ ପୋଲିସ ଜାଣିବାକୁ ପାଇଥିଲା । ଏହାକୁ ନେଇ ରବିବାର ଖଡଗପୁର ଓ ବାଲେଶ୍ଵର ରେଳବାଇ ପୋଲିସ ମିଳିତ ଭାବେ ଚଢ଼ାଉ କରି ଗୁରୁପ୍ରସାଦଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର କମ୍ପ୍ୟୁଟର ଓ ପ୍ରିଣ୍ଟର ଜବତ କରିଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ