ଓଡିଶା

odisha

ETV Bharat / state

ଗୋଲାପ ଦେଇ ସଡ଼କ ସୁରକ୍ଷା ସଚେତନତା - balesor road safety week

ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଲୋକମାନଙ୍କୁ ହେଲମେଟ, ସିଟ ବେଲ୍ଟ ବାନ୍ଧିଥିବା ଲୋକଙ୍କୁ ଗୋଲାପ ଫୁଲ ଦିଆଯାଇ ସ୍ବାଗତ କରାଯାଇଥିଲା ।

people-give-rose-for-create-awerness-for-road-safety-week-in-balesor
ଗୋଲାପ ଦେଇ ଲୋକଙ୍କୁ ସଡ଼କ ସୁରକ୍ଷା ସଚେତନତା

By

Published : Jan 12, 2020, 2:51 PM IST

Updated : Jan 12, 2020, 2:57 PM IST

ବାଲେଶ୍ବର: ଗୋଲାପ ଦେଇ ଲୋକଙ୍କୁ ସଡ଼କ ସୁରକ୍ଷା ସଚେତନତା। ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ସରକାରୀ ଓ ବେସରକାରୀ ସ୍ତରରେ ଲୋକଙ୍କୁ ସଚେତନ କରାଇବା ପାଇଁ ବାଲେଶ୍ଵର ସହରରେ ଆରମ୍ଭ ହୋଇଯାଇଛି।

ଗୋଲାପ ଦେଇ ଲୋକଙ୍କୁ ସଡ଼କ ସୁରକ୍ଷା ସଚେତନତା

ସହରର ଆଇଟିଆଇ ଛକରେ ସାମାଜିକ ସଂଗଠନ ପ୍ରୟାସ ପରିବାର ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କରାଯାଇଥିଲା। ଟ୍ରାଫିକ ପୋଷ୍ଟରେ ଲୋକମାନଙ୍କୁ ଲିଫଲେଟ ଦେଇ ସଚେତନ କରାଯାଇଥିଲା। ହେଲମେଟ, ସିଟ ବେଲ୍ଟ ବାନ୍ଧିଥିବା ଲୋକଙ୍କୁ ଗୋଲାପ ଫୁଲ ଦିଆଯାଇ ସ୍ବାଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାଲେଶ୍ଵର ଆରଟିଓ ବିକାଶ ଚନ୍ଦ୍ର ଚୌଧୁରୀ, ଟ୍ରାଫିକ ଥାନା ଏସଆଇ ପ୍ରଶାନ୍ତ କୁମାର ରଣସିଂ ସହଯୋଗ କରିଥିଲେ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

Last Updated : Jan 12, 2020, 2:57 PM IST

ABOUT THE AUTHOR

...view details