ଓଡିଶା

odisha

ETV Bharat / state

ଓଲଟିଲା ପ୍ରବାସୀଙ୍କ ବସ, 6 ଆହତ ମେଡିକାଲରେ ଭର୍ତ୍ତି - ପୁଣି ଏକ ପ୍ରବାସୀ ବସ ଦୁର୍ଘଟଣାଗ୍ରସ୍ତ

ପୁଣି ଏକ ପ୍ରବାସୀ ବସ ଦୁର୍ଘଟଣାଗ୍ରସ୍ତ। ଦୁର୍ଘଟଣାରେ ବସରେ ଥିବା 6 ଜଣ ପ୍ରବାସୀ ଆହତ ହୋଇଥିବା ଜଣାପଡିଛି।

ଓଲଟିଲା ପ୍ରବାସୀଙ୍କ ବସ, 6 ଆହତ ମେଡିକାଲରେ ଭର୍ତ୍ତି
ଓଲଟିଲା ପ୍ରବାସୀଙ୍କ ବସ, 6 ଆହତ ମେଡିକାଲରେ ଭର୍ତ୍ତି

By

Published : May 31, 2020, 10:43 AM IST

ବାଲେଶ୍ବର: ଜିଲ୍ଲାରେ ପୁଣି ଏକ ପ୍ରବାସୀ ବସ ଦୁର୍ଘଟଣାଗ୍ରସ୍ତ। ଶନିବାର କେରଳରୁ କୋଲକାତା ଯାଉଥିବା ଏକ ପ୍ରବାସୀ ବସ ମଙ୍ଗଳପୁର ଠାରେ ରାସ୍ତା ତଳକୁ ଓଲଟି ପଡିଥିଲା। ରବିବାର ପୁଣି ଏକ ବସ ବସ୍ତା ଦଣ୍ଡିକା ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି।

ଓଲଟିଲା ପ୍ରବାସୀଙ୍କ ବସ, 6 ଆହତ ମେଡିକାଲରେ ଭର୍ତ୍ତି

ଦୁର୍ଘଟଣାରେ ବସରେ ଥିବା 6ଜଣ ପ୍ରବାସୀ ଆହତ ହୋଇଥିବା ଜଣାପଡିଛି। ବସଟି କେରଳରୁ ଶ୍ରମିକମାନଙ୍କୁ ନେଇ ମୁର୍ସିଦାବାଦ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି। 60 ନଂ ଜାତୀୟ ରାଜପଥରେ ଏକ କଣ୍ଟେନରକୁ ଧକ୍କା ଦେଇଥିଲା ଏହି ବସ। ତେବେ ଆହତ ମାନଙ୍କୁ ସଙ୍ଗେ ସଙ୍ଗେ ମେଡିକାଲରେ ଭର୍ତ୍ତି କରାଯାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details