ବାଲେଶ୍ଵର: ଖଇରା ଥାନାରେ ବାହାର ରାଜ୍ୟର ଏକ ବସକୁ ଅଟକ ରଖାଯାଇଛି । ଉକ୍ତ ବସଟି ଶ୍ରମିକ ନେବାପାଇଁ ଖଇରା ଅଞ୍ଚଳକୁ ଆସିଥିବା ବେଳେ ଗ୍ରାମବାସୀ ଅଟକ ରଖି ପୋଲିସ ଜିମାରେ ଦେଇଛନ୍ତି ।
ବାହାର ରାଜ୍ୟର ବସ୍ ଖଇରାରେ ଅଟକ - a outside bus have been detained in balasore, khaira
ଖଇରା ଥାନାରେ ବାହାର ରାଜ୍ୟର ଏକ ବସକୁ ଅଟକ ରଖିଛି ପୋଲିସ । ଉକ୍ତ ବସଟି ଶ୍ରମିକ ନେବାପାଇଁ ଖଇରା ଅଞ୍ଚଳକୁ ଆସିଥିବା ବେଳେ ଗ୍ରାମବାସୀ ଅଟକ ରଖି ପୋଲିସ ଜିମାରେ ଦେଇଛନ୍ତି । ଅଧିକ ପଢନ୍ତୁ...

ବାହାର ରାଜ୍ୟର ବସ ଖଇରାରେ ଅଟକ
ବାହାର ରାଜ୍ୟର ବସ ଖଇରାରେ ଅଟକ
ସୂଚନା ଅନୁସାରେ, ହରିପୁର ଗ୍ରାମର 20ରୁ ଅଧିକ ଶ୍ରମିକଙ୍କୁ ନେବାପାଇଁ ଦଲାଲଙ୍କ ଜରିଆରେ ବାହାର ରାଜ୍ୟରୁ ଏକ ଘରୋଇ ବସ ଗାଁରେ ପହଞ୍ଚିଥିଲା । ବାହାର ରାଜ୍ୟର ବସ ଦେଖି ଗ୍ରାମବାସୀଙ୍କ ସନ୍ଦେହ ହେବାରୁ ସେମାନେ ବସ ଅଟକାଇଥିଲେ । ପରେ ଖଇରା ଥାନାକୁ ଖବର ଦେବାପରେ ପୋଲିସ ବସ ଜବତ କରିବା ସହ 4 ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
ବାଲେଶ୍ବରରୁ ଜୀବନ ଜ୍ଯୋତି ନାୟକ, ଇଟିଭି ଭାରତ