ବାଲେଶ୍ବର: ରଥଯାତ୍ରା ବନ୍ଦକୁ ନେଇ ମାନ୍ୟବର ସୁପ୍ରିମକୋର୍ଟଙ୍କ ରହିତାଦେଶ ପରେ ଦିଲ୍ଲୀର ମୁକେଶ ଜୈନ ନାମକ ବ୍ୟକ୍ତି ପ୍ରଧାନ ବିଚାରପତି ଓ ଓକିଲମାନଙ୍କ ବିରୋଧରେ ସୋସିଆଲ ମିଡିଆରେ କଟୁ ମନ୍ତବ୍ୟ ଦେଇ ଗିରଫ ହୋଇଛନ୍ତି । ଶୁକ୍ରବାର ତାଙ୍କୁ ବାଲେଶ୍ଵର ଏସଡିଜେଏମ କୋର୍ଟରେ ହାଜର କରାଯାଇଛି ।
ବାଲେଶ୍ଵର ଏସଡିଜେଏମ କୋର୍ଟରେ ହାଜର ହେଲେ ମୁକେଶ ଜୈନ - ପ୍ରଧାନ ବିଚାରପତି ଓ ଓକିଲମାନଙ୍କୁ ବିରୋଧ
ରଥଯାତ୍ରା ବନ୍ଦକୁ ନେଇ ମାନ୍ୟବର ସୁପ୍ରିମକୋର୍ଟଙ୍କ ରହିତାଦେଶ ପରେ ଦିଲ୍ଲୀର ମୁକେଶ ଜୈନ ନାମକ ବ୍ୟକ୍ତି ପ୍ରଧାନ ବିଚାରପତି ଓ ଓକିଲମାନଙ୍କ ବିରୋଧରେ ସୋସିଆଲ ମିଡିଆରେ କଟୁ ମନ୍ତବ୍ୟ ଦେଇ ଗିରଫ ହୋଇଛନ୍ତି । ଶୁକ୍ରବାର ତାଙ୍କୁ ବାଲେଶ୍ଵର ଏସଡିଜେଏମ କୋର୍ଟରେ ହାଜର କରାଯାଇଛି । ଅଧିକ ପଢନ୍ତୁ...
ବାଲେଶ୍ଵର ଏସଡିଜେଏମ କୋର୍ଟରେ ହାଜର ହେଲେ ମୁକେଶ ଜୈନ
ସୋସିଆଲ ମିଡିଆରେ ଏମିତି ଆପତ୍ତିଜନକ ପୋଷ୍ଟ ପରେ ବାଲେଶ୍ବରର ବରିଷ୍ଠ ଓକିଲ ଅମରବଲ୍ଲଭ ନନ୍ଦ ଗତ 6 ତାରିଖରେ ସହଦେବଖୁଣ୍ଟା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ବାଲେଶ୍ଵର ପୋଲିସ, ଭଦ୍ରକ ପୋଲିସ, କଟକ କ୍ରାଇମବ୍ରାଞ୍ଚ ଦିଲ୍ଲୀ ଯାଇ ତାଙ୍କୁ ଗିରଫ କରିଥିଲେ । ଶୁକ୍ରବାର ସହଦେବଖୁଣ୍ଟା ପୋଲିସ ଜୈନଙ୍କୁ କୋର୍ଟରେ ହାଜର କରାଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ
Last Updated : Jul 10, 2020, 9:19 PM IST