ଓଡିଶା

odisha

ETV Bharat / state

ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କୁ ରନ୍ଧା ଖାଦ୍ୟ, 49 ହଜାରରୁ ଅଧିକ ସ୍ଥାନାନ୍ତର - ବାଲେଶ୍ବର ବାତ୍ୟା ନ୍ୟୁଜ

ବାତ୍ୟା ଅମ୍ଫାନ ମୁକାବିଲା ନେଇ 400 ବାତ୍ୟା ଆଶ୍ରୟ ସ୍ଥଳୀରେ 49000ରୁ ଅଧିକ ଲୋକଙ୍କୁ ଥଇଥାନ କରାଯାଇଛି ।

cyclone center in balasore
ବାଲେଶ୍ବର ବାତ୍ୟା ଆଶ୍ରୟସ୍ଥଳୀ

By

Published : May 20, 2020, 4:19 PM IST

ବାଲେଶ୍ବର: ବାତ୍ୟା ଅମ୍ଫାନ ମୁକାବିଲା ନେଇ ପ୍ରସ୍ତୁତ ରହିଛି ବାଲେଶ୍ବର ଜିଲ୍ଲା ପ୍ରଶାସନ। ଜିଲ୍ଲାର ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। 400 ବାତ୍ୟା ଆଶ୍ରୟ ସ୍ଥଳୀରେ 49000ରୁ ଅଧିକ ଲୋକଙ୍କୁ ଥଇଥାନ କରାଯାଇଛି।

ବାଲେଶ୍ବର ବାତ୍ୟା ଆଶ୍ରୟସ୍ଥଳୀ

ଆଶ୍ରୟସ୍ଥଳୀ ଗୁଡିକରେ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ସନ୍ଧ୍ୟା ଯାଏ ବାତ୍ୟାର ସ୍ଥିତି ଦେଖି ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ସୁରକ୍ଷିତ ରଖାଯିବ ବୋଲି ଜଣାପଡିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details