ବାଲେଶ୍ୱର: ବାଲେଶ୍ବରର 1887 ବୁଥରେ ଆରମ୍ଭ ହୋଇଛି ମକ୍ ପୋଲ । 7ଟାରୁ ଆରମ୍ଭ ହେବ ମତଦାନ କାର୍ଯ୍ୟକ୍ରମ ।
ବାଲେଶ୍ବରର 1887 ବୁଥରେ ଆରମ୍ଭ ହୋଇଛି ମକ୍ ପୋଲ - balasore
ବାଲେଶ୍ବରର 1887 ବୁଥରେ ଆରମ୍ଭ ହୋଇଛି ମକ୍ ପୋଲ । 7ଟାରୁ ଆରମ୍ଭ ହେବ ମତଦାନ କାର୍ଯ୍ୟକ୍ରମ । ସମସ୍ତ ବୁଥରେ ପୋଲିଂ କର୍ମଚାରୀମାନେ ଇଭିଏମ ଯାଞ୍ଚ କରିବା ସହ ସଠିକ ଭୋଟିଂ ପାଇଁ ପ୍ରୟାସ ଚଳାଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ଜିଲ୍ଲାର 120ଟି ଆଦର୍ଶ ବୁଥ ହୋଇଥିବାବେଳେ ବାଲେଶ୍ୱର ସହରରେ 15ଟି ଆଦର୍ଶ ବୁଥ ହୋଇଛି । ସମସ୍ତ ବୁଥରେ ପୋଲିଂ କର୍ମଚାରୀମାନେ ଇଭିଏମ ଯାଞ୍ଚ କରିବା ସହ ସଠିକ ଭୋଟିଂ ପାଇଁ ପ୍ରୟାସ ଚଳାଇଛନ୍ତି । ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଚେୟାରର ବ୍ୟବସ୍ଥା ସାଙ୍ଗକୁ ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଥିବା ଜଣାପଡ଼ିଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ