ବାଲେଶ୍ଵର: ଫକୀର ମୋହନ ମେଡିକାଲ କଲେଜରେ ତୃତୀୟ ବର୍ଷ ଆଡ଼ମିଶନ ପାଇଁ ଭିତ୍ତିଭୂମି ତଦାରଖ କଲା ଏମସିଆଇ ଟିମ୍ ।
ଶୁକ୍ରବାର ଏମସିଆଇର ଏକ 3 ଜଣିଆ ଟିମ୍ ବାଲେଶ୍ଵର ମେଡିକାଲର ବିଭିନ୍ନ ୱାର୍ଡ ପରିଦର୍ଶନ କରିବା ସହ ଆଵଶ୍ୟକତା ଓ ଅଭାବ ଥିବା ବିଭିନ୍ନ ଦିଗ ଉପରେ ତଦାରଖ କରିଥିଲେ । ଭିତ୍ତିଭୂମି ସାଙ୍ଗକୁ ରୋଗୀସେବା ଉପରେ ଏହି ଟିମ୍ ବିଶେଷ ଭାବେ ଧ୍ୟାନ ଦେଇଥିଲେ ।