ଓଡିଶା

odisha

ETV Bharat / state

ବ୍ୟାଙ୍କ ସାମନାରୁ ମହିଳାଙ୍କ ଠୁ ଟଙ୍କା ଝାମ୍ପିନେଲେ ଲୁଟେରା - ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବାଲେଶ୍ବର ଜିଲ୍ଲା ଖଇରା ୟୁକୋ ବ୍ୟାଙ୍କ ନିକଟରେ ଦିନ ଦ୍ବିପହରରେ ମହିଳାଙ୍କ ଠାରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।

ଦିନ ଦ୍ବିପହରରେ ମହିଳାଙ୍କ ଠାରୁ ଟଙ୍କା ଲୁଟ

By

Published : Oct 21, 2019, 5:05 PM IST

ବାଲେଶ୍ଵର: ବାଲେଶ୍ବର ଜିଲ୍ଲା ଖଇରା ୟୁକୋ ବ୍ୟାଙ୍କ ନିକଟରେ ଦିନ ଦ୍ବିପହରରେ ମହିଳାଙ୍କ ଠାରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।

ଦିନ ଦ୍ବିପହରରେ ମହିଳାଙ୍କ ଠାରୁ ଟଙ୍କା ଲୁଟ


ସୂଚନା ଅନୁସାରେ ଖଇରା ଥାନା ମୁକ୍ତାବେଗୁନିଆ ଗାଁର ଜୟନ୍ତୀ ଲତା ବିଶ୍ବାଳ ୟୁକୋ ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଆସିଥିଲେ। ଟଙ୍କା ଉଠାଇବା ପରେ ହଠାତ ତାଙ୍କ ପାଖରୁ 5ହଜାର ଟଙ୍କା ଝାମ୍ପିନେଇ ଦୁର୍ବୃତ୍ତ । ପ୍ରତ୍ୟକ୍ଷଦର୍ଶୀ ଲୁଟେରାଙ୍କୁ ପିଛା କରିଥିଲେ ସୁଦ୍ଧା ସେମାନଙ୍କୁ କାବୁ କରିବାରେ ବିଫଳ ହୋଇଥିଲେ।

ସେପଟେ ଘଟଣା ସମ୍ପର୍କରେ ଖଇରା ପୋଲିସ ଖବର ପାଇବା ପରେ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ।


ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details