ବାଲେଶ୍ବର:ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ 15 ବର୍ଷ ପୁରିଥିଲେ ମଧ୍ୟ ଏଯାଏଁ ବିଜେଡି ସରକାର ଆଦିବାସୀମାନଙ୍କ ପାଇଁ ଆଖି ବୁଜି ଦେଇଛି ବୋଲି ଦଳ ଅଭିଯୋଗ କରିଛି ।
କଳିଙ୍ଗନଗର ଗୁଳିକାଣ୍ଡ ଘଟଣା, ଜିଲ୍ଲାପାଳ ଅଫିସ ଆଗରେ ଗର୍ଜିଲା କଂଗ୍ରେସ - kalinganagar issues
କଳିଙ୍ଗନଗରରେ ଯେଉଁ ପରି ଭାବେ ନିର୍ଦ୍ଦୋଷ ଆଦିବାସୀମାନଙ୍କୁ ହତ୍ୟା କରାଗଲା ତାହା ନିନ୍ଦନୀୟ ବୋଲି କଂଗ୍ରେସ କହିଛି । ଏହାସହ ଜିଲ୍ଲାପାଳ ଅଫିସ ଆଗରେ କଂଗ୍ରେସର ବିକ୍ଷୋଭ କରିଛି । ଅଧିକ ପଢନ୍ତୁ...
କଳିଙ୍ଗନଗର ଗୁଳିକାଣ୍ଡ ଘଟଣା, ଜିଲ୍ଲାପାଳ ଅଫିସ ଆଗରେ କଂଗ୍ରେସର ବିକ୍ଷୋଭ
କଳିଙ୍ଗନଗର ଗୁଳିକାଣ୍ଡ ଘଟଣା, ଜିଲ୍ଲାପାଳ ଅଫିସ ଆଗରେ କଂଗ୍ରେସର ବିକ୍ଷୋଭ
କଳିଙ୍ଗନଗରରେ ଯେଉଁ ପରି ଭାବେ ନିର୍ଦ୍ଦୋଷ ଆଦିବାସୀମାନଙ୍କୁ ହତ୍ୟା କରାଗଲା ତାହା ନିନ୍ଦନୀୟ ବୋଲି କଂଗ୍ରେସ କହିଛି । ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଆଦିବାସୀମାନଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ