ବାଲେଶ୍ଵର: ଚାନ୍ଦିପୁର ପ୍ରତିରକ୍ଷା ବିଭାଗର ଗୁପ୍ତତଥ୍ୟ ପାକିସ୍ତାନକୁ ପ୍ରଦାନ ଅଭିଯୋଗରେ 5 ଜଣ ଅଭିଯୁକ୍ତ ଗିରଫ ହୋଇ ବିଚାରବିଭାଗୀୟ ହାଜତରେ ଥିଲେ। ସେମାନଙ୍କ ଠାରୁ ଅଧିକ ତଥ୍ୟ ଜାଣିବା ପାଇଁ କ୍ରାଇମବ୍ରାଞ୍ଚ 7 ଦିନିଆ ରିମାଣ୍ଡରେ ନେଇଥିଲା ।
ITR ତଥ୍ୟଲିକ ମାମଲା: ରିମାଣ୍ଡ ଅବଧି ସରିଲା, କୋର୍ଟରେ ହାଜର ହେବେ 5 ଅଭିଯୁକ୍ତ - ITR data leak 5 accused to appear in court
ଚାନ୍ଦିପୁର ପ୍ରତିରକ୍ଷା ବିଭାଗର ଗୁପ୍ତତଥ୍ୟ ପ୍ରଦାନ ଅଭିଯୋଗରେ 5 ଜଣ ଅଭିଯୁକ୍ତ ଗିରଫ ହୋଇ ବିଚାରବିଭାଗୀୟ ହାଜତରେ ଥିଲେ । ସେମାନଙ୍କୁ କୋର୍ଟରେ ହାଜର କରାଯିବ । ଅଧିକ ପଢନ୍ତୁ...
ଆଇଟିଆର ତଥ୍ୟ ଲିକ ମାମଲା: ରିମାଣ୍ଡ ଅବଧି ସରିଲା, କୋର୍ଟରେ ହାଜର ହେବେ 5 ଅଭିଯୁକ୍ତ
ଆଇଟିଆର ତଥ୍ୟ ଲିକ ମାମଲା: ରିମାଣ୍ଡ ଅବଧି ସରିଲା, କୋର୍ଟରେ ହାଜର ହେବେ 5 ଅଭିଯୁକ୍ତ
ରିମାଣ୍ଡ ଅବଧି ଶୁକ୍ରବାର ଶେଷ ହେଉଥିବାରୁ କ୍ରାଇମବ୍ରାଞ୍ଚ 5 ଅଭିଯୁକ୍ତଙ୍କୁ ବାଲେଶ୍ଵର ଆଣିଛି । ସେମାନଙ୍କୁ କୋର୍ଟରେ ହାଜର କରାଯିବ । ପରବର୍ତ୍ତି ସମୟରେ କ୍ରାଇମବ୍ରାଞ୍ଚ ଆଉ ଅଧିକ ସମୟ ପାଇଁ ରିମାଣ୍ଡରେ ନେଇପାରେ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ