ବାଲେଶ୍ବର: ମହାବାତ୍ୟାର ରୂପ ନେଇ ସାରିଥିବା ମହାବାତ୍ୟା ଅମ୍ଫାନ ଗତ 6 ଘଣ୍ଟାରେ 15 କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମାଡିଆସୁଛି । ବାତ୍ୟା ପାଇଁ ବାଲେଶ୍ବର ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳରୁ ଲୋକମାନଙ୍କର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି।
ବାଲେଶ୍ବରର 3 ବ୍ଲକରୁ ସ୍ଥାନାନ୍ତର ହେଲେ 500ରୁ ଉର୍ଦ୍ଧ୍ବ - amphan in balasore
ବାତ୍ୟା ମୁକାବିଲା ପାଇଁ ବାଲେଶ୍ବର ଜିଲ୍ଲାରେ ବୁଲି ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି ଆଇଏଏସ ଅଧିକାରୀ ମଧୁସୂଦନ ପାଢୀ । ଭୋଗରାଇ, ବାଲିଆପାଳ, ବାହାନଗା ଆଦି ଅଞ୍ଚଳରୁ 5ଶହରୁ ଅଧିକ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଅଧିକ ପଢନ୍ତୁ...
ବାଲେଶ୍ବରର 3 ବ୍ଲକରୁ ସ୍ଥାନାନ୍ତର ହେଲେ 500ରୁ ଉର୍ଦ୍ଧ୍ବ ଲୋକ
ଭୋଗରାଇ, ବାଲିଆପାଳ, ସୋର, ବାହାନଗା ଆଦି ଅଞ୍ଚଳରେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି। ବାତ୍ୟା ପର୍ଯ୍ୟବେକ୍ଷଣ ପାଇଁ ଆଇଏଏସ ମଧୁସୂଦନ ପାଢ଼ୀଙ୍କୁ ବାଲେଶ୍ବର ଜିଲ୍ଲାର ଦାୟିତ୍ବ ଦିଆଯାଇଛି। ଆଇଏଏସ ଅଧିକାରୀ ମିଶ୍ର ଜିଲ୍ଲାର ତଳିଆ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ କହୁଥିବା ଦେଖିବାକୁ ମିଳିଛି। ଭୋଗରାଇ, ବାଲିଆପାଳ, ବାହାନଗା ଆଦି ଅଞ୍ଚଳରୁ 500ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ