ବାଲେଶ୍ବର: ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ହୋଲି ଓ ଦୋଳ ମେଳନ ପାଳନ ପାଇଁ ଦାବି ହୋଇଛି। ହୋଲି ଓ ଦୋଳ ପର୍ବ ପାଇଁ ସରକାରୀ ସ୍ତରରେ କଟକଣା ଜାରି କରାଯାଇଛି।
ଏହାକୁ ନେଇ ବିଶ୍ବହିନ୍ଦୁ ପରିଷଦ ଅସନ୍ତୋଷ ବ୍ୟକ୍ତ କରିଛି । କୋଭିଡ କଟକଣା ଭିତରେ ହୋଲି ପର୍ବ ପାଳନ ପାଇଁ ବାଲେଶ୍ବର ଜିଲ୍ଲା ପ୍ରଶାସନ ଅନୁମତି ପ୍ରଦାନ ପାଇଁ ଦାବି କରାଯାଇଛି ।