ବାଲେଶ୍ଵର: ବାଲେଶ୍ଵରରେ କଡାକଡି ହେଲା ହେଲମେଟ ଓ ମାସ୍କ ଚେକିଂ। ଟ୍ରାଫିକ ପୋଲିସ ପକ୍ଷରୁ ସହରର ବିଭିନ୍ନ ଛକରେ ଚେକିଂ କରାଯାଇଛି।
ରାସ୍ତା ଉପରେ ଜଗିଛି ପୋଲିସ, ନିୟମ ନ ମାନିଲେ ହେଉଛି କାର୍ଯ୍ୟାନୁଷ୍ଠାନ - ବାଲେଶ୍ବର ନ୍ୟୁଜ
ବାଲେଶ୍ଵରରେ କଡାକଡି ହେଲା ହେଲମେଟ ଓ ମାସ୍କ ଚେକିଂ। ଟ୍ରାଫିକ ପୋଲିସ ପକ୍ଷରୁ ସହରର ବିଭିନ୍ନ ଛକରେ ଚେକିଂ କରାଯାଇଛି। ଅଧିକ ପଢନ୍ତୁ...
![ରାସ୍ତା ଉପରେ ଜଗିଛି ପୋଲିସ, ନିୟମ ନ ମାନିଲେ ହେଉଛି କାର୍ଯ୍ୟାନୁଷ୍ଠାନ ବାଲେଶ୍ଵର ରାସ୍ତା ଉପରେ ଜଗିଛି ପୋଲିସ](https://etvbharatimages.akamaized.net/etvbharat/prod-images/768-512-11326951-326-11326951-1617873712946.jpg)
ବାଲେଶ୍ଵର ରାସ୍ତା ଉପରେ ଜଗିଛି ପୋଲିସ
ବାଲେଶ୍ଵର ରାସ୍ତା ଉପରେ ଜଗିଛି ପୋଲିସ
ବହୁଦିନ ପରେ ରାସ୍ତା ଉପରେ ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କ ଉପରେ ନଜର ରଖାଯାଇଛି। ପୂର୍ବରୁ ଉଲଙ୍ଘନକାରୀଙ୍କ ଗାଡିର ଫଟୋ ଉଠାଇ ଚାଲାଣ କଟାଯାଉଥଲା। ଗୁରୁବାର ସହରରେ ହୋଇଥିବା ଚେକିଂରେ ନାବାଳକ ଗାଡି ଚାଳକ ସମେତ ଅନେକ ନିୟମ ଉଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ