ଓଡିଶା

odisha

ETV Bharat / state

ଉପରିସ୍ଥ ଅଧିକାରୀଙ୍କ ଫୋନ ନ ଉଠାଇ ଆଇଆଇସି ନିଲମ୍ବିତ - ranjit sahoo suspended

ଡ୍ୟୁଟିରେ ଅବହେଳା ଏବଂ ଉପରିସ୍ଥ ଅଧିକାରୀଙ୍କ ଫୋନ ନଉଠାଇବା କାରଣରୁ ନିଲମ୍ବିତ ହେଲେ ବାଲିଆପାଳ ଥାନାର ପୂର୍ବତନ ଆଇଆଇସି ରଣଜିତ୍ ସାହୁ ।

ଡିଜାଇନ ଫଟୋ

By

Published : Nov 19, 2019, 10:24 PM IST

ବାଲେଶ୍ବର: ବାଲିଆପାଳ ଥାନାର ପୂର୍ବତନ ଆଇଆଇସି ରଣଜିତ୍ ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବିତ । ଡ୍ୟୁଟିରେ ଅବହେଳା ଏବଂ ଉପରିସ୍ଥ ଅଧିକାରୀଙ୍କ ଫୋନ ନଉଠାଇବା କାରଣରୁ ତାଙ୍କୁ ନିଲମ୍ବନ କରାଯାଇଛି । ପୋଲିସ ଡିଜି ବିକେ ଶର୍ମା ତାଙ୍କୁ ନିଲମ୍ବନ କରିଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦାତା, ବାଲେଶ୍ବର

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details