ବାଲେଶ୍ଵର: ମାଲବାହୀ ଟ୍ରେନ ଯାଉଥିବାବେଳେ ଦବିଛି ରେଳ ଷ୍ଟେସନ ଫୁଟ ଓଭର ବ୍ରିଜ । ବାଲେଶ୍ଵର ଜିଲ୍ଲା ସୋର ରେଳ ଷ୍ଟେସନରେ ଥିବା ଫୁଟ ଓଭର ବ୍ରିଜ ତଳକୁ ଦବି ଯାଇଥିବା ଦେଖାଯାଇଛି ।
ଦବିଲା ସୋର ରେଳ ଷ୍ଟେସନର ଫୁଟ ଓଭର ବ୍ରିଜ - foot over bridge
ବାଲେଶ୍ଵର ଜିଲ୍ଲା ସୋର ରେଳ ଷ୍ଟେସନରେ ଥିବା ଫୁଟ ଓଭର ବ୍ରିଜ ତଳକୁ ଦବି ଯାଇଥିବା ଦେଖାଯାଇଛି ।

ସୋର ରେଳ ଷ୍ଟେସନ ଫୁଟ ଓଭର ବ୍ରିଜ
ଦବିଲା ସୋର ରେଳ ଷ୍ଟେସନର ଫୁଟ ଓଭର ବ୍ରିଜ
ଡାଉନ ଲାଇନରେ ଏକ ମାଲବାହୀ ଟ୍ରେନ ଯାଉଥିବା ବେଳେ ଟ୍ରେନର ଡୋର କୌଣସି କାରଣରୁ ଖୋଲା ଥିବାରୁ ତାହା ଫୁଟ ଓଭର ବ୍ରିଜର ଦୁଇଟି ଖୁଣ୍ଟକୁ ଧକ୍କା ହୋଇଥିଲା। ଫଳରେ ଓଭର ବ୍ରିଜର ଦୁଇଟି ଖୁଣ୍ଟ ଉପୁଡି ଯାଇଛି। ଏହାଫଳରେ ଓଭର ବ୍ରିଜଟି ଦବି ହୋଇଯାଇଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ
Last Updated : Oct 7, 2020, 6:02 AM IST