ଓଡିଶା

odisha

ETV Bharat / state

ଛେଳି ଚରାଳିଙ୍କୁ କଚାଡି ଦେଲା ଦନ୍ତା - elephant attack

ଦନ୍ତା ଆକ୍ରମଣରେ ଯୁବକ ଆହତ । ବାଲେଶ୍ବରର ନୀଳଗିରି ଅଞ୍ଚଳରେ ଘଟିଛି ଏହି ଅଘଟଣ । ଆହତ ଯୁବକ ହେଲେ ଟିଆକଟା ଗ୍ରାମର ସୁଦାମ ସିଂ ।

elephant attack
ଛେଳି ଚରାଳିଙ୍କୁ କଚାଡି ମାରିଲା ଦନ୍ତା

By

Published : Dec 15, 2019, 8:53 PM IST

ବାଲେଶ୍ବର: ନୀଳଗିରି କୁଲଡିଡା ଅଞ୍ଚଳରେ ମାତିଲେ ଦନ୍ତା । କୁଲଡିହା ଅଭୟାରଣ୍ୟକୁ ଛେଳି ଚରାଇବାକୁ ଯାଇଥିବା ଛେଳି ଚରାଳିକୁ ଦନ୍ତାର ଆକ୍ରମଣ । ଫଳରେ ବ୍ୟକ୍ତି ଜଣକ ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ହେଲେ ଟିଆକଟା ଗାଁର ସୁଦାମ ସିଂ ।

ଛେଳି ଚରାଳିଙ୍କୁ କଚାଡି ମାରିଲା ଦନ୍ତା

ସୂଚନା ଅନୁସାରେ, ସୁଦାମ ରବିବାର ଦିପ୍ରହରରେ ଛେଳି ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ସେଠାରେ ସେ ଏକ ଦନ୍ତା ହାବୁଡରେ ପଡିଯାଇଥିଲେ । ଦନ୍ତା ତାଙ୍କୁ କଚାଡି ଦେବାରୁ ସେ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details