ଟ୍ରଲର ମାଲିକଙ୍କୁ ହତ୍ୟା ଘଟଣାରେ 8 ଗିରଫ, ବନ୍ଧୁକ ଓ ମାରଣାସ୍ତ୍ର ଜବତ - balasore traller owner killed
ବାଲେଶ୍ଵର ନାଉପାଳ ଗାଡ଼ିରେ ଟ୍ରଲର ମାଲିକ ବିଜୟ ପ୍ରଧାନଙ୍କ ହତ୍ୟାକାଣ୍ଡ ପରେ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜର ବିଷୟ ହୋଇଥିଲା । ଦୁଇଦିନ ଭିତରେ ପୋଲିସ ସ୍ୱତନ୍ତ୍ର ସ୍କ୍ବାର୍ଡ ଗଠନ କରି 8 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କିଛି ଗୁଳି, ଦୁଇଟି ବନ୍ଧୁକ, ତିନୋଟି ତେଲେଙ୍ଗା କଟୁରୀ ଜବତ କରିଛି । ଅଧିକ ପଢନ୍ତୁ...
ଟ୍ରଲର ମାଲିକଙ୍କୁ ହତ୍ୟା ଘଟଣାରେ 8 ଗିରଫ, ବନ୍ଧୁକ ଓ ମାରଣାସ୍ତ୍ର ଜବତ
ବାଲେଶ୍ଵର:ବାଲେଶ୍ଵର ନାଉପାଳ ଗାଡ଼ିରେ ଟ୍ରଲର ମାଲିକ ବିଜୟ ପ୍ରଧାନଙ୍କ ହତ୍ୟାକାଣ୍ଡ ପରେ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜର ବିଷୟ ହୋଇଥିଲା । ଦୁଇଦିନ ଭିତରେ ପୋଲିସ ସ୍ୱତନ୍ତ୍ର ସ୍କ୍ବାର୍ଡ ଗଠନ କରି 8 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କିଛି ଗୁଳି, ଦୁଇଟି ବନ୍ଧୁକ, ତିନୋଟି ତେଲେଙ୍ଗା କଟୁରୀ ଜବତ କରିଛି । ଏହା ପଛରେ କ’ଣ ସବୁ ରହିଥିଲା କାରଣ ତାହା ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।