ଭଦ୍ରକ: ଆଜି ମୁସଲିମ ସଂପ୍ରଦାୟର ପବିତ୍ର ପର୍ବ ଇଦ । କୋରୋନା ପାଇଁ ଇଦ ପାଳନରେ କଟକଣା ଲଗାଯାଇଛି । ବାଲେଶ୍ବରରେ ମନ୍ଦିର ଓ ମସଜିଦରେ 28 ତାରିଖ ଯାଏଁ 144 ଧାରା ଜାରି କରାଯାଇଛି । ତେବେ କୋରୋନା ପାଇଁ କ୍ବାରେଣ୍ଟିନ ସେଣ୍ଟରରେ ଥିବା ମୁସଲିମ ସଂପ୍ରଦାୟର ଅନ୍ତେବାସୀଙ୍କ ଇଦ ପାଳନ ପାଇଁ ସରପଞ୍ଚ ସହଯୋଗ କରିଥିବା ଦେଖିବାକୁ ମିଳିଛି ।
ରେମୁଣା ବ୍ଲକ ସଙ୍ଗରୋଧ କେନ୍ଦ୍ରରେ ପାଳନ ହେଲା 'ଇଦ', ସରପଞ୍ଚ ବାଣ୍ଟିଲେ ମିଠା - remuna block
ଇଦ ଉପଲକ୍ଷେ ରେମୁଣା ବ୍ଲକ କରଞ୍ଜିଆ ପଞ୍ଚାୟତରେ ହୋଇଥିବା କ୍ବାରେଣ୍ଟିନ ସେଣ୍ଟରରେ ଥିବା ମୁସଲିମ ସଂପ୍ରଦାୟର ଅନ୍ତେବାସୀଙ୍କ ପାଇଁ ସରପଞ୍ଚ ସମସ୍ତ ବ୍ୟବସ୍ଥା କରିଥିବା ଦେଖିବାକୁ ମିଳିଛି । ଛୋଟ ପିଲାଙ୍କ ପାଇଁ ଡ୍ରେସ ଯୋଗାଇ ଦେଇଛନ୍ତି ସରପଞ୍ଚ ।

ରେମୁଣା ବ୍ଲକ ସଙ୍ଗରୋଧ କେନ୍ଦ୍ରରେ ପାଳନ ହେଲା 'ଇଦ', ସରପଞ୍ଚ ବାଣ୍ଟିଲେ ମିଠା
ରେମୁଣା ବ୍ଲକ ସଙ୍ଗରୋଧ କେନ୍ଦ୍ରରେ ପାଳନ ହେଲା 'ଇଦ', ସରପଞ୍ଚ ବାଣ୍ଟିଲେ ମିଠା
ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ କରଞ୍ଜିଆ ପଞ୍ଚାୟତରେ ହୋଇଥିବା କ୍ବାରେଣ୍ଟିନ ସେଣ୍ଟରରେ ଥିବା ମୁସଲିମ ସଂପ୍ରଦାୟର ଅନ୍ତେବାସୀଙ୍କ ପାଇଁ ସରପଞ୍ଚ ସମସ୍ତ ବ୍ୟବସ୍ଥା କରିଥିବା ଦେଖିବାକୁ ମିଳିଛି । ଛୋଟ ପିଲାଙ୍କ ପାଇଁ ଡ୍ରେସ ଯୋଗାଇ ଦେଇଛନ୍ତି ସରପଞ୍ଚ । ଏହାସହ ପବିତ୍ର ଇଦ ପାଳନ ପାଇଁ ମିଠା ବାଣ୍ଟି ମୁସଲିମ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ
Last Updated : May 25, 2020, 4:54 PM IST