ବାଲେଶ୍ବର :ବିଭିନ୍ନ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି । ଵାଲେଶ୍ଵର ଶ୍ରମ କାର୍ଯ୍ୟାଳୟ ସମ୍ମଖରେ ବିଭିନ୍ନ ସଂଗଠନ ଦ୍ବାରା ୧୨ଦଫା ଦାଵି ସମ୍ଵଳିତ ପ୍ଲାକାର୍ଡ ପ୍ରଦର୍ଶନ କରାଯାଇଥିଲା ।
12 ଦଫା ଦାବି, ଶ୍ରମିକ ସଂଗଠନର ପ୍ଲାକାର୍ଡ ପ୍ରଦର୍ଶନ - Demonstration of placard demands by trade unions
12 ଦଫା ଦାବି କରି ବିଭିନ୍ନ ଶ୍ରମିକ ସଂଗଠନ ଗୁଡିକ ପ୍ଲାକାର୍ଡ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ.....

ଶ୍ରମିକ ସଂଗଠନ ଦ୍ୱାରା ପ୍ଲାକାର୍ଡ ଦାବି ପ୍ରଦର୍ଶନ
ଶ୍ରମିକ ସଂଗଠନ ଦ୍ୱାରା ପ୍ଲାକାର୍ଡ ଦାବି ପ୍ରଦର୍ଶନ
କୋରୋନା ପାଇଁ ଲକଡାଉନ ଥିବାରୁ ପ୍ରବାସୀ ଶ୍ରମିକମାନଙ୍କୁ ସରକାରୀ ବ୍ୟୟରେ ନିଜ ନିଜ ଘରକୁ ଫେରାଇ ଆଣିବା, ପିଡ଼ିଏସ ବ୍ୟବସ୍ଥା ସାର୍ବଜନୀନ କରିବା, ଲକଡାଉନ ପାଇଁ କାମ ହରାଇଥିବା ବାହାର ରାଜ୍ୟର ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା,ଓଡିଶା ପଥ ଵିକ୍ରେତାଙ୍କ ପାଇଁ ଘୋଷିତ ୩ ହଜାର ଟଙ୍କାର ରିଲିଫ ସମସ୍ତ ପଥ ଵିକ୍ରେତାଙ୍କୁ ପ୍ରଦାନ କରାଯାଉ, ଶ୍ରମିକ କର୍ମଚାରୀଙ୍କ ସୁରକ୍ଷା ଵାଵଦୀୟ ମାସ୍କ, ସାନିଟାଇଜର ଓ ସାଵୁନ ଆଦି ନିଯୁକ୍ତିକର୍ତ୍ତାଙ୍କ ଦ୍ଵାରା ଯୋଗାଇ ଦିଆଯିବା ଭଳି 12 ଦଫା ଦାବି ଉପସ୍ଥାପନ କରାଯାଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ