ଓଡିଶା

odisha

ETV Bharat / state

ଏଯାଏଁ ମିଳିନି ୟସ କ୍ଷତିପୂରଣ, ଜିଲ୍ଲାପାଳଙ୍କୁ ଦାବି ଜଣାଇଲେ ୧୧ ପରିବାର - yash affected family demand biju pakka ghara

ବାଲେଶ୍ଵର ସଦର ବ୍ଲକ ବର୍ଦ୍ଧନପୁର ପଞ୍ଚାୟତରେ ୟାସ ବାତ୍ୟା ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଛି। କ୍ଷତିଗ୍ରସ୍ତ ୧୧ଟି ପରିବାରକୁ ବିଜୁ ପକ୍କାଘର ପ୍ରଦାନ କରିବା ନେଇ ପଞ୍ଚାୟତବାସୀ ଜିଲ୍ଲାପାଳଙ୍କୁ ଦାବି ଜଣାଇଛନ୍ତି। ଅଧିକ ପଢନ୍ତୁ...

ୟାସରେ ଭାଙ୍ଗିଲା ଘର, ଶୁଣୁନି ପ୍ରଶାସନ
ୟାସରେ ଭାଙ୍ଗିଲା ଘର, ଶୁଣୁନି ପ୍ରଶାସନ

By

Published : Jul 19, 2021, 7:32 PM IST

ବାଲେଶ୍ଵର: ବାଲେଶ୍ଵର ସଦର ବ୍ଲକ ବର୍ଦ୍ଧନପୁର ପଞ୍ଚାୟତରେ ୟାସ ବାତ୍ୟା ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଛି। ବାତ୍ୟା ପ୍ରଭାବରେ ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଥିଲା। କ୍ଷତିଗ୍ରସ୍ତ ୧୧ଟି ପରିବାରକୁ ବିଜୁ ପକ୍କାଘର ପ୍ରଦାନ କରିବା ନେଇ ପଞ୍ଚାୟତବାସୀ ଜିଲ୍ଲାପାଳଙ୍କୁ ଦାବି ଜଣାଇଛନ୍ତି।

ବାତ୍ୟା ପର ଠାରୁ ଭଙ୍ଗା ଘରେ ବହୁ ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଥିବା ବେଳେ କୌଣସି ପ୍ରକାରର ସରକାରୀ ସହାୟତା ପାଇନଥିବାରୁ ଲୋକମାନେ ନାନା ଅସୁବିଧା ଭୋଗୁଛନ୍ତି। ଏଥିପାଇଁ ତୁରନ୍ତ ଘର ଯୋଗାଇବା ପାଇଁ ଦାବି ହୋଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details