ବାଲେଶ୍ଵର: ମେଡିକାଲ ସମସ୍ୟାକୁ ନେଇ ଗଣଧାରଣା । ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ମେଡିକାଲର ବିଭିନ୍ନ ସମସ୍ୟାକୁ ନେଇ ସିପିଆଇଏମ ଆଞ୍ଚଳିକ କମିଟି ପକ୍ଷରୁ ଗଣଧାରଣା ଦିଆଯାଇଛି ।
ମେଡିକାଲ ସମସ୍ୟା ନେଇ ସିପିଆଇଏମର ଗଣଧାରଣା - Balasor latest news
ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ମେଡିକାଲର ବିଭିନ୍ନ ସମସ୍ୟାକୁ ନେଇ ସିପିଆଇଏମ ଆଞ୍ଚଳିକ କମିଟି ପକ୍ଷରୁ ଗଣଧାରଣା । ଅଧିକ ପଢନ୍ତୁ...

ମେଡିକାଲ ସମସ୍ୟା ନେଇ ସିପିଆଇଏମର ଗଣଧାରଣା
ମେଡିକାଲ ସମସ୍ୟା ନେଇ ସିପିଆଇଏମର ଗଣଧାରଣା
ବାଲେଶ୍ଵର ଜିଲ୍ଲା ନୀଳଗିରି ମେଡିକାଲର ସମସ୍ତ ଡାକ୍ତର ପଦବୀ ପୂରଣ କରିବା ସହ 6 ଦଫା ଦାବି ନେଇ ଧାରଣା ଦିଆଯାଇଛି । ଧାରଣା ସ୍ଥଳରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଦାବି ପୂରଣର ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ