ବାଲେଶ୍ବର:ଜିଲ୍ଲା ଖଇରା ବ୍ଲକ ମିର୍ଜାପୁର ସେବା ସମବାୟ ସମିତିରେ ଧାନ କିଣାରେ ଦୁର୍ନୀତି ଅଭିଯୋଗ ହୋଇଛି । ଏନେଇ ଚାଷୀମାନେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।
ମିର୍ଜାପୁର ସେବା ସମବାୟ ସମିତିରେ ଧାନ କିଣାରେ ଦୁର୍ନୀତି, ଚାଷୀଙ୍କ ଧାରଣା - Corruption the purchase of paddy in Mirzapur
ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ମିର୍ଜାପୁର ସେବା ସମବାୟ ସମିତିରେ ଧାନ କିଣାରେ ଦୁର୍ନୀତି ଅଭିଯୋଗ ହୋଇଛି। ଏନେଇ ଚାଷୀମାନେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଅଧିକ ପଢନ୍ତୁ...

ମିର୍ଜାପୁର ସେବା ସମବାୟ ସମିତିରେ ଧାନ କିଣାରେ ଦୁର୍ନୀତି, ଚାଷୀଙ୍କ ଧାରଣା
ମିର୍ଜାପୁର ସେବା ସମବାୟ ସମିତିରେ ଧାନ କିଣାରେ ଦୁର୍ନୀତି, ଚାଷୀଙ୍କ ଧାରଣା
ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ଗଟିଏ ରାଇସ ମିଲ୍ ଦ୍ଵାରା ସ୍ଥାନୀୟ ଚାଷୀମାନେ ଧାନ ବିକ୍ରି କରୁଥିବାବେଳେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ଚାଷୀଙ୍କ ଧାନ ଅନ୍ୟ ମିଲକୁ ଦେବା ପାଇଁ ଦାବି ହୋଇଛି । ଗତ ୨ ବର୍ଷ ଧରି ଚାଷୀମାନେ ହଇରାଣ ହରକତ ହେଉଥିବାବେଳେ କୁଇଣ୍ଟାଲ ପ୍ରତି ୧୦ରୁ ଷୋହଳ କେଜି ପର୍ଯ୍ୟନ୍ତ ଧାନ କାଟି ଦେଉଥିବା ଅଭିଯୋଗ କରିଛନ୍ତି ଚାଷୀ। ତେବେ ସ୍ଥାନୀୟ ଅଞ୍ଚଳରେ ମଣ୍ଡି ପ୍ରତିଷ୍ଠା ସହ ଚାଷୀଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି ହୋଇଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ