ବାଲେଶ୍ଵର: ବାଲେଶ୍ଵର ରିଜର୍ଭ ପୋଲିସ ଷ୍ଟାଫ କ୍ୱାଟର୍ସରୁ ଜଣେ ପୋଲିସ କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ କନଷ୍ଟେବଳ ଜଣକ ବାଲିଆପାଳ ଅଞ୍ଚଳର କରୁଣାକର ଜେନା । ସେ ରିଜର୍ଭ ପୋଲିସ ଷ୍ଟାଫ କ୍ୱାଟର୍ସର ୧୧୦ ନମ୍ବର କ୍ୱାର୍ଟରରେ ରହୁଥିଲେ । ଶନିବାର କରୁଣାକରଙ୍କ ସ୍ତ୍ରୀ ଓ ପିଲାଛୁଆ ତାଙ୍କ ଶ୍ବଶୁର ଘରକୁ ଯାଇଥିବା ବେଳେ ଏକୁଟିଆ ଥିବା କରୁଣାକର ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଘଟଣା ସ୍ଥଳରେ କ୍ରାଇମ୍ DSP ଓ ବାଲେଶ୍ଵର ସହଦେବ ଖୁଣ୍ଟା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ସରକାରୀ କ୍ବାର୍ଟରରୁ କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର - ବାଲେଶ୍ଵର କନଷ୍ଟେବଳ ମୃତ୍ୟୁ ଖବର
ବାଲେଶ୍ଵର ରିଜର୍ଭ ପୋଲିସ ଷ୍ଟାଫ କ୍ୱାଟର୍ସରୁ ଜଣେ ପୋଲିସ କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ କନଷ୍ଟେବଳ ଜଣକ ବାଲିଆପାଳ ଅଞ୍ଚଳର କରୁଣାକର ଜେନା । ଅଧିକ ପଢନ୍ତୁ
ସରକାରୀ କ୍ବାର୍ଟରରୁ କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର
ସରକାରୀ କ୍ବାର୍ଟରରୁ କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ
TAGGED:
ବାଲେଶ୍ଵର କନଷ୍ଟେବଳ ମୃତ୍ୟୁ ଖବର