ବାଲେଶ୍ବର: ଜିଲ୍ଲା ଜଳେଶ୍ଵର ଦୀନକୃଷ୍ଣ ମହାବିଦ୍ୟାଳୟରେ ବିଧାୟକ ଓ କଲେଜ ଅଧ୍ୟକ୍ଷଙ୍କୁ ଛାତ୍ରଛାତ୍ରୀ ତାଲା ପକାଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର
ବୈଠକ ଏକ ତରଫା କରାଯାଉଥିବା ଅଭିଯୋଗରେ ଛାତ୍ରଛାତ୍ରୀ ବିଧାୟକ ଅଶ୍ବିନୀ ପାତ୍ର ଓ କଲେଜ ଅଧ୍ୟକ୍ଷଙ୍କୁ ଅଟକ ରଖିଥିଲେ।